ସୁରତରେ ଖୋଲିଲା ୩୦% ସୂତାକଳ

ବ୍ରହ୍ମପୁର- କରୋନା ଲକଡାଉନ ପାଇଁ ଦୀର୍ଘ ୨ ମାସ ଧରି ସୁରଟ ସୂତକଳ ବନ୍ଦ ରହିଥିଲା । ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୁତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ରସରକାର କୋହଳ କରିଛନ୍ତି । ଶ୍ରମିକ ମାନେ ଜୀବିକା ଫେରି ପାଉଛନ୍ତି । ଗୁଜୁରାଟ ଓ ସୁରତ ଅଂଚଳରେ ୩୦ ପ୍ରତିଶତ ସୁତାକଳରେ

କୃଷକଙ୍କ ପାଇଁ ଖୁସି ଖବର

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶଶୀକାନ୍ତ ଦାସ କହିଛନ୍ତି ଯେ ଚଳିତ ବଷ ର୍ ମୈାସୁମୀ ବର୍ଷା ସ୍ୱାଭାବିକ ରହିବ । ତେଣୁ ଖାଦ୍ୟ ଶସ୍ୟ ଉପôାଦନ ଭଲ ହେବ । ଫଳରେ କୃଷକଙ୍କ ଆୟ ବଢିବ । ସେହିପରି ବ୍ୟବସାୟ କାରବାର ବୃଦ୍ଧି ଦିଗରେ ଏହା ସହାୟକ ହେବ । ଗତବର୍ଷ

କ୍ଳୋରୋକୁଇନ ଖାଇବା ନେଇ ନୂଆଗାଇଡ ଲାଇନ

ନୂଆଦିଲ୍ଲୀ- କରାନା ସଂକ୍ରମଣ ରୋକିବା ପାଇଁ ପ୍ରତିଷଧକ ଭାବେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସି କ୍ଳୋରକୁଇନକୁ ନେଇ ନୂଆଗାଇଡ ଲାଇନ ଜାରି । କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି । ଦେଶର ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା-

ଭାରତ-ଚୀନ୍ ସୀମାରେ ଉତେଜନା : ସେନାମୂଖ୍ୟଙ୍କ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାନ୍ତ ବର୍ତି ଇଲାକା ଲାଇନ୍ ଅଫ୍ ଆକ୍ଚୁଆଲ୍ କଂଟ୍ରୋଲ (ଏଲ୍ଓସି)ରେ ଗତ କେତେ ଦିନ ଧରି ଉତେଜନା ଲାଗି ରହିଥିବା ବେଳେ ସେନା ମୂଖ୍ୟ ଜେନେରାଲ ଏମ୍ ଏକ୍ ନରୱେଣ ଲଦାଖ ପରିଦର୍ଶନ ସହ ଭାରତୀୟ ସେନାର ପରୱାଡର଼୍ ପୋଶ୍ଚର , ନର୍ଦନ୍ କମାଣ୍ଡ ଟିମ୍ ଲେଫ୍ଟ୍ନାଂଟ

ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍ ପ୍ରସ୍ତୁତ

ଭୁବନେଶ୍ୱର- ପ୍ରବାସୀଙ୍କ ପାଇଁ ଜାତୀୟସ୍ତରରେ ଡାଟା ବେସ୍ ପ୍ରସ୍ତୁତ ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ଓଡିଶା ସରକାର । ରାଜ୍ୟ ବାହାରୁ ଅସୁଥିବା ପ୍ରବାସୀ ଓଡିଆ ଏବଂ ରାଜ୍ୟ ଭିତରେ ଥିବା ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ ୨ ମାସ ପର୍ଯ୍ୟନ୍ତ ମୁଣ୍ଡପିଛା ୫ କିଲୋ ଚାଉଳ ପରିବାର ପିଛା ୧

ନୂଆପଡ଼ାରେ ବେଫିକର ଚୋରା ମଦ ବେପାର

ନୂଆପଡ଼ା: ନୂଆପଡ଼ାରେ ବିକ୍ରି ହେଉଛି ଛତିଶଗଡ଼ ମଦ । ଛତିଶଗଡ଼ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ସ୍ୱୀକୃତି ଦେଇଥିବାବେଳେ ଏହାର ସୁଯୋଗ ନେଇ ସୀମାନ୍ତବର୍ତି ଗାଁରେ ଚାଲିଛି ଚୋରା ମଦ କାରବାର । ସିନାପାଲି ପାଲଟିଛି ମଦ ବ୍ୟବସାୟର ପେଣ୍ଠସ୍ଥଳୀ । ପୁଲିସ୍ ଓ ଅବକାରୀ ବିଭାଗର ଏଥିପ୍ରତି

ରାଜନଗର ସମୁଦ୍ର କୂଳରେ ୬୦ ଫୁଟ ମୃତ ତିମି ଉଦ୍ଧାର

ରାଜନଗର- କେନ୍ଦ୍ରାପଡା ଜିଲ୍ଲା ରାଜନଗର ସମୁଦ୍ର ତଟରେ ବିରାଟ ତିମି ମାଛର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି । ସମୁଦ୍ର ଲହଡିରେ ଭାସିି କୂଳରେ ଲାଗିଥିଲା । ପ୍ରଥମେ ଧିବୀର ମାନେ ଦେଖି ଥିଲେ । ବନବିଭାଗ ଟିମ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛନ୍ତି । ଯାହା ଅନୁମାନ କରାଯାଉଛି

୧୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ୧୨ଶହ ପାର କରିଛି ସଂକ୍ରମଣ ସଂଖ୍ୟା । ଆଜି ପୁଣି ନୂଆ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୯, ଯାଜପୁର୧୪, ବାଲେଶ୍ୱର ୩, ପୁରୀ ୧୭, କଟକ ୧, ସୁନ୍ଦରଗଡ

ତେଲ କଡେଇରେ ରାଜ୍ୟ: ୪୫ ଡିଗ୍ରୀ ଟପିଛି ତାପମାତ୍ରା

ଭୁବନେଶ୍ୱର-ବଢିବ ତାତି ଅସ୍ୟହ ହେବ ଗୁଳିଗୁଳି । ଅଗାମୀ ୩ ଦିନରେ ପାଗ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର. ବିଶ୍ୱାସ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ପାର କରିବ । ବାତ୍ୟା ଅମ୍ପାନ ପରେ

ମେ ୨୫ରୁ ଝାରସୁଗୁଡାରୁ ବିମାନ ଉଡାଣ

ଝାରସୁଗୁଡା- ମେ ୨୫ରୁ ଝାରସୁଗୁଡା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ । ଏନେଇ ଟିକଟ ବୁକିଂ ଆରମ୍ଭ ହୋଇଯାଇଛି । ବିମାନ ଯାତ୍ରୀ ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି ଏସଓପି ଜାରି କରାଯାଇଛି । ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏହାରପୋର୍ଟରେ ପ୍ରବଶେ ଅନୁମତି ମିଳିବ ନାହିଁ ।