ଉମଙ୍ଗ ଆପରେ ପାଣିପାଗ ସୂଚନା

ନୂଆଦିଲ୍ଲୀ- ଉମଙ୍ଗ ଆପ୍ ଜରିଆରେ ଲୋକମାନେ ପାଇପାରିବେ ପାଣିପାଗ ସଂକ୍ରାତୀୟ ତଥ୍ୟ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ । ଏହି ଆପ୍ ରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନର ବେଗ ସମ୍ପର୍କରେ ଜାଣିହେବ ।

ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଆକ୍ଷେପ କରି ସାଂସଦ ଆର.ଏସ. ଭାରତୀ ଗିରଫ

ଚେନ୍ନାଇ: ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଡିଏମକେ ସାଂସଦ ଆର.ଏସ. ଭାରତୀ ଗିରଫ ହୋଇଛନ୍ତି। ଚେନ୍ନାଇ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ବିଦ୍ଵେଷପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଗତ ଫେବୃୟାରୀ ୧୪ ତାରିଖରେ ତାଙ୍କ

‘ପିଆଇଏ’ ବିମାନ ଦୁର୍ଘଟଣା ଗ୍ରସ୍ତ ,୯୭ ମୃତ

ନୂଆଦିଲ୍ଲୀ : ଲାହୋର ରୁ କରାଚି ଆସୁଥିବା ପାକିସ୍ତାନ ଇଂଟରନ୍ୟାସ୍ନାଲ୍ ଏୟାର ଲାଇନ୍ସ୍ ବିମାନ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ମୃତୁ୍ୟ ସଂଖ୍ୟା ୯୭କୁ ବୃଦ୍ଧି ପାଇଥିବାବେଳେ ୨ଜଣ ମୃତୁ୍ୟ ମୁଖରୁ ବର୍ତି ଯାଇଛନ୍ତି । ଜିନ୍ନା ଇଂଟରନ୍ୟାସ୍ନାଲ୍ ଏୟାରପୋର୍ଟରେ ଅବତରଣ ସମୟରେ ଲ୍ୟାଣ୍ଡିଂଗ

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫୦୦ କୋଟିର ସହାୟତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶମାର୍ଗରୁ ରାଜ୍ୟର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ତକ୍ରାଳ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି ।ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ବିମାନବନ୍ଦର

ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ ।ଏଯାବତ୍ ୪୩୬ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ୪୩ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫, ଗଞ୍ଜାମ,ସୁନ୍ଦରଗଡ ଓ ଯାଜପୁର ପ୍ରତ୍ୟେକ ଜିଲ୍ଲାରୁ ୮ ଲେଖାଏଁ ଏବଂପୁରୀ, କେନ୍ଦ୍ରାପଡା, କଟକ, ବୌଦ୍ଧରୁ ଜଣେ ଲେଖାଏଁ ବୋଲି ରାଜ୍ୟ

ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା

କୋଲ୍‌କାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରଧାମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା

ପୂର୍ବ ପରି ଜାରି ରହିବ ବ୍ୟାଙ୍କ ସେବା

ଭୁବନେଶ୍ୱର- ପୂର୍ବ ଭଳି ବ୍ୟାଙ୍କ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାର କରିଛନ୍ତିି । ପ୍ରତିଦିନ ୧୦ରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଖୋଲା ରହିବ । ସବୁ କର୍ମଚାରୀ କାର୍ଯ୍ୟ ରେ ଯୋଗଦାନ କରିବେ ।ବାଣିଜ୍ୟକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ

ନିଆରା ଢଙ୍ଗରେ ସାବିତ୍ରୀ ବତ୍ର ପାଳିଲେ ମହିଳା

ଭୁବନେଶ୍ୱର- ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ମହିଳାମାନେ ନିଜ ସ୍ୱାମୀଙ୍କ ଦିର୍ଘାୟୁ କାମନା ପାଇଁ ବିଭିନ୍ନ ଶୈାବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ବାଡ ଓଗାଳି ଦେଇଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରମାନ ଙ୍କରେ ୧୪୪

ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ

କଟକ- ଆଠଗଡ ସଙ୍ଗରୋଧ କେନ୍ଦ୍ରରେ ମହିଳା ମାନେ ସାବିତ୍ରୀ ବତ୍ର ପାଳନ କରିଛନ୍ତି । ସାମାଜିକ ଦୂରତା ସହ ସଭିଙ୍କ ମୁହଁରେ ଥିଲା ମାସ୍କ । ସଙ୍ଗରୋଧ ଗୃହକୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ନଥିବାରୁ ଫାଟକ ନିକଟରେ ସ୍ୱାମୀ ମାନେ ସାମାଜିକ ଦୂରତା ରକ୍ଷା କରି ଧଡି ହୋଇ ଠିଆ ହୋଇଥିଲେ ।