ଆଉ ୩ ମାସ ଇଏମଆଇ କୋହଳ: ଆରବିଆଇ
ନୂଆଦିଲ୍ଲୀ- ଆରବିଆଇର ବଡ ଘୋଷଣା । ମାସିକ ଋଣ କିସ୍ତି ପୈଠ ଅବଧିକୁ ଜୁନ୍ ୧ରୁ ଅଗଷ୍ଟ ୩୨ ଯାଏ କୋହଳ କରିବାକୁ ନିଷ୍ପତି ନିଆଯାଇଛି । ଅପରପକ୍ଷରେ ରୋପା ରେଟ୍ ୪୦ ବେସିସ ପଏଣ୍ଟ ହ୍ରାସ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଏକ ପ୍ରେସମିଟରେ ଘୋଷଣା କରିଛନ୍ତି । ରେପୋ ରେଟ ୪.୪%ରୁ!-->…