ଅମ୍ଫାନରେ ଜନ୍ମନେଲେ ୬୦ ଶିଶୁ
					ଭଦ୍ରକ- ବାତ୍ୟା ଅମ୍ଫାନର କରାଳ ଓ ତାଣ୍ଡବ  ରୂପ ଚାରିଆଡେ ଆତଙ୍କ ଖେଳାଇ ଦେଇଥିବା ବେଳ  ଏହି ସମୟରେ  ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାରେ୬୦ ନବଜାତ ଶିଶୁ ଧରାପୃଷ୍ଠକୁ ଆସିଛନ୍ତି । ଦୁଇଦିନ ଧରି  ଅମ୍ଫାନ ତାଣ୍ଡବ  ଳୀଳା ଚଳାଇଥିବା ବେଳେ ପ୍ରଥମ ଦିନରେ ୪୩ ଓ  ତା ପରଦିନ ୧୭!-->…