ରେସନକାର୍ଡ ନ ଥିବା ପରିବାରକୁ ସହାୟତା – କେନ୍ଦ୍ର, ରାଜ୍ୟକୁ ହାଇକୋର୍ଟ ନୋଟିସ୍

କଟକ: ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ରେସନ କାର୍ଡ ନଥିବା ଗରିବ ପରିବାର, ବସ୍ତି ବାସିନ୍ଦା, ଶ୍ରମିକ ଓ ପେସାଦାରଙ୍କୁ ସହାୟତା ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ

ପୁଣି ନୂଆ ୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ନୂଆ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ପାର କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ପୁରୀରୁ ୧, କଳାହାଣ୍ଡିରୁ ୧୧, ଗଞ୍ଜାମରୁ ୪,

୨୧ ଜୀବନ ନେଲା ଅମ୍ଫାନ

ନୂଆଦୀଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ୨୧ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଓଡ଼ିଶାରେ ୨ ,ପଶ୍ଚିମବଙ୍ଗରେ ୧୨ ଓ ବାଂଲାଦେଶରେ ୭ଜଣ ଥିବା ନେଇ ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବାଂଲାଦେଶରେ ଅନୂନ୍ୟ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଛ୍ନ୍ନ୍

ଜୁନ୍ ୧ରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚଳାଚଳ

ଭୁବନେଶ୍ୱର- ଜୁନ୍ ପହିଲାରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଳିବ । ଏନେଇ ରେଳ ମନ୍ତ୍ରାଳୟ ଘୋଷଣା କରିଛି । ଏଥି ପାଇଁ ଗୁରୁବାର ଦିନ ୧୦ ଟାରୁ ଯାତ୍ରୀମାନେ ଅନଲାଇନ ଟିକଟ ବୁକିଂ ଆରମ୍ଭ କରିଦେଇଛନ୍ତି ।

୭କୁ ଛୁଇଁଲା କରୋନା ମୃତୁ ସଂଖ୍ୟା

ଭୁବନେଶ୍ୱର- ଗୁରୁବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତରେ ମୃତୁ୍ୟ ବରଣ କରିଛି । ମୃତୁ୍ୟକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଓ ବୟସ ୮୫ ବର୍ଷ ବୋଲି ଜଣା ପଡିଛି । ଏହାକୁ ମିଶାଇ ମୃତୁ ୭ରେ ପଂହଚିଛି ।

ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ । ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ମେ ୨୨ ରେ ହର୍ଷବର୍ଦ୍ଧନ ଏହି ୩୪ ସଦସ୍ୟ ବିଶିଷ୍ଟ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଜାପାନର ଡାକ୍ତର ହିରୋକି

ଜେଇଇ ମେନ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ର ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମେ’ ୧୯ ଅର୍ଥାତ ଆଜିଠାରୁ ୨୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ କରିପାରିବେ ।ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)

ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶଛୁଆଁ

ରାୟଗଡା: କରୋନା ଓ ଲକଡାଉନ ଯୋଗୁଁ ନିତ୍ୟ ବ୍ୟବହୃତ ଜିନିଷର ଯୋଗାଣରେ ବାଧା ଉପୁଜିଥିବା ବେଳେ କିଛି କଳାବଜାରୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶ ଛୁଆଁ କରିଛନ୍ତି । ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେବାକୁ ପଡୁଛି । ସରକରାଙ୍କ ତରଫରୁ ଏ ନେଇ

୭୬ ପ୍ରବାସୀ ଶ୍ରମିକଙ୍କ ରକ୍ତନମୂନା ନେଗେଟିଭ

ଚମ୍ପୁଆ: ଚମ୍ପୁଆ ସୀମାନ୍ତ ଦେଇ ଏକ କଂଟେନରରେ ଯାଉଥିବା ୭୨ଜଣ ଶ୍ରମିକଙ୍କୁ ଅଟକାଇ ଚମ୍ପୁଆ ପୁଲିସ ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନେ ଚେନ୍ନାଇରୁ ଆସି ଝାଡଖଣ୍ଡ ଦେଇ ଉତରପ୍ରଦେଶ ନିଜ ଘର ଅଭିମୁଖେ ଯାଉଥିଲେ । ସୋମବାର ଦିନ ସମସ୍ତ ୭୨ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା