ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା

ବାଲିକୁଦାରେ ୩ ଆକ୍ରାନ୍ତ : ସମସ୍ତେ ସୁରଟ ଫେରନ୍ତା

ବାଲିକୁଦା: ଆଜି ଆଉ ୩ କରୋନା ପଜିଟିଭ ଚିହ୍ନ ହୋଇଛି । ଏମାନେ ସମସ୍ତେ ବାଲିକୁଦା ବ୍ଲକର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଗରାମ ପଂଚାୟତର ହୋଇଥିବା ବେଳେ ଅନ୍ୟ ଦୁଇଜଣ କରୋନା ପଜିଟିଭ୍ କାଳିଓ ପଂଚାୟତର ବୋଲି ଜଣାପଡିଛି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ତେବେ

ବାତ୍ୟା ଆସିଲେ ଖୋଜା ପଡେ଼ ରେଡିଓ

ଯାଜପୁର: ସମୟ ଥିଲା ଦେଶ ବିଦେଶରେ କ’ଣ ଟିକେ ଘଟଣା ଘଟିଲେ ଘରେ ଘରେ ରେଡିଓ ମାଧ୍ୟମରେ ଖବର ପହଂଚିଯାଉଥିଲା । ସେ କି୍ରକେଟ୍ ଖେଳ ହେଉ କି ରାଜନୈତିକ ଘଟଣା ସବୁ ପାଇଁ ସମସ୍ତେ କାନ ଡେରୁଥିଲେ ରେଡିଓ ପାଖରେ । ଘଟଣା କ୍ରମେ ଘରେ ଘରେ ଟିଭି ସଂଖ୍ୟା ବଢିବା ସହିତ ମୋବାଇଲର ଜମାନା ଆସିବା ପରେ

ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର : \ ବିଏସଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ପଣ୍ଡାଜ୍ ଛକ ନିକଟରେ ଥିବା ବିଏସଏଫ ଚେକପୋଷ୍ଟ ନିକଟରେ ମୁତୟନ ଥିବା ବିଏସଏଫ ଯବାନମାନଙ୍କ ଉପରକୁ ଏକ ବାଇକରେ ଆସିଥିବା

‘ଅମ୍ଫାନ୍‌’: ଉତ୍ତର ପୂର୍ବ ଦିଗରେ ଗତିକରୁଛି

 କୋଲକାତା: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସନ୍ଧ୍ୟା ୭ଟା ୨୫ମିନିଟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ ଗତିକରୁଛି ଏବଂ ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହର ହେବ ସୂର୍ଯ୍ୟନଗରୀ

ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର

ଦଶମ ଓ ଦ୍ବାଦଶ ପରୀକ୍ଷା ନିମନ୍ତେ ସବୁଜ ସଙ୍କେତ

ନୂଆଦିଲ୍ଲ: ଲକ୍ଡ଼ାଉନ ଯୋଗୁଁ ଅଟକିଥିବା ଦଶମ ଓ ଦ୍ବାଦଶ ପରୀକ୍ଷା କରାଯିବ । ସିବିଏସ୍ଇ ଓ ଆଇସିଏସ୍ଇର ପରୀକ୍ଷା ନିମନ୍ତେ ସବୁଜ ସଙ୍କେତ ଦେଇଛି ଗୃହ ମନ୍ତ୍ରଣାଳୟ । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଚାହୁଁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେତେକ ସର୍ତ ରହିଛି ଏବଂ

ଭାରତ କରୋନା ଭାଇରସ ବିପଦଜନକ : ନେପାଳ

କାଠମାଣ୍ଡୁ : ନେପାଳ ଋଣ ବୋଝରେ ରହିଥିବାରୁ ଚୀନ କଥାରେ ପଡ଼ି ଭାରତ ବିରୋଧରେ ବିଷୋଦଗାର କରୁଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କହିଛନ୍ତି ଯେ ନେପାଳରେ କରୋନା ସଂକ୍ରମଣ ପାଇଁ ଭାରତ ଦାୟୀ । ଭାରତରୁ ଆସୁଥିବା କରୋନା ଭାଇରସ ଚୀନ ଓ ଇଟାଲୀଠାରୁ ଅଧିକ ବିପଜ୍ଜନକ । ଭାରତୀୟ ସୀମା

କାନ୍ଥ ପଡ଼ି ଶିଶୁ , ମହିଳାଙ୍କ ମୃତ୍ୟୁ

ଭଦ୍ରକ : ତିହିଡି ବ୍ଲକ ଅନ୍ତର୍ଗତ କାଞ୍ଚଡ଼ା ପଞ୍ଚାୟତର ଦକ୍ଷିଣପାରି ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମା’ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ସାତଭାୟା ଅଞ୍ଚଳରେ

କଳାହାଣ୍ଡିରୁ ୧୧ କରୋନା ପଜିଟିଭ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ପୁଣି କୋରନା ଫେରିଲା । ଗୋଟିଏ ଦିନରେ ୧୧ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକର ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ଗତ ୧୫ ତାରିଖ ଦିନ ସୁରଟ ଓ ଛତିଶଗଡରୁ ଆସି ଥିବା ୬ ଜଣ ଶ୍ରମିକଙ୍କ ସହିତ ସେହି