ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଖୋର୍ଦ୍ଧା ଜିଲ୍ଲାର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ତାଙ୍କର

ଆବର୍ଜନାମୁକ୍ତ ସହର ତାଲିକା : ଓଡ଼ିଶାର କୌଣସି ସହର ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ତାରକା ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ତାଲିକା ଜାରି କରିଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ତାଲିକାର ଉନ୍ମୋଚନ କରିଛନ୍ତି । ମୋଟ ୧୪୧ଟି ସହର ତାରକା ମାନ୍ୟତା ପାଇଛନ୍ତି ।୬ଟି ସହରକୁ

‘ଅମ୍ଫାନ୍‌’: ୨୦ ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ନିକଟରେ କରିବ ଲାଣ୍ଡଫଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି । ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର

ବିଳମ୍ବିତ ରାତିରେ ପବନର ବେଗ ହଠାତ୍ ବଢ଼ିପାରେ

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁଁ ପବନର ବେଗ ଆଜି ରାତି ହଠାତ୍ ବଢ଼ିପାରେ । ତେଣୁ ଲୋକେ ସତର୍କ ରହିବା ଦରକାର । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି

ସାମୁଦ୍ରିକ ବାତ୍ୟା ପ୍ରତି ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଯାଜପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅମ୍ଫାନ ଘନୀଭୂତ ହୋଇ ଉପକୂଳ ଅଭିମୁଖେ ଗତିକରୁଥିବା ବେଳେ ଏହାର ପ୍ରଭାବରେ ୧୯ ତାରିଖ ଠାରୁ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିବାର ଆଶଙ୍କା ଥିବାରୁ ସମସ୍ତ ଜନସାଧାରଣ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି । ସୋମବାର

ଦୁର୍ଗମ ଅଂଚଳରେ ସହାୟତା ପ୍ରଦାନ

ଢେଙ୍କାନାଳ: ଦ୍ୱିତୀୟ ଥର ପାଇଁ ଓଡିଶାର ସବୁଠାରୁ ଦୁର୍ଗମ ଅପହଂଚ ଆଦିବାସୀ ଇଲାକା ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ କଙ୍କଡାହାଡ ବ୍ଲକ୍ କନ୍ତଲ ପଂଚାୟତ ପୁଟିପାଳ, କୋଟ, ଏକୁଲ୍, ସେକୁଲ୍ ଗ୍ରାମରେ ପହଁଚିଥିଲା ଢେଙ୍କାନାଳ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା : ଅନ୍ତେବାସୀ ଥାନାର ଦ୍ୱାରସ୍ଥ

ରାୟଗଡା: ରାୟଗଡା ସହର ସ୍ଥିତ ଜିସିଡି ହାଇସ୍କୁଲଠାରେ ପରିଚାଳନା ହେଉଥିବା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ମିଳୁନଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୩୦ ଜଣ ଅନ୍ତେବାସୀ । ସମସ୍ତ ଅନ୍ତେବାସୀ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ବାସିନ୍ଦା ବୋଲି ଜଣାପଡିଛି । ଓଡିଶା -

ସୁରତରେ କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକ ମୃତ

ବ୍ରହ୍ମପୁର: ସୁରତରେ ଏକ ଘରୋଇ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ତାଙ୍କର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ଶ୍ରମିକ ଜଣକ ସୁରତର ଧରତି ନଗରସ୍ଥିତ ଲୋନ୍‌ସ

ଭାରତକୁ ଟାର୍ଗେଟ କରିବା ଯୋଜନା ନାହିଁ : ତାଲିବାନ

କାବୁଲ : କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଦେଇଛି । ତାଲିବାନର ମୁଖପାତ୍ର ସୁହେଲ ସାହିନ