ପ୍ରବାସୀ ଶ୍ରମିକଙ୍କ ଯାତ୍ରା ପାଇଁ ଏସଓପି ଜାରି

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବହନ ପାଇଁ ଭାରତୀୟ ରେଳ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହ ଆଲୋଚନାରେ ଏସବୁ ଟ୍ରେନ ଚଳାଚଳ କରାଯିବ । ଏହି ଟ୍ରେନ ପ୍ରେରଣ କରୁଥିବା ରାଜ୍ୟ ଓ ପହଞ୍ଚୁଥିବା ରାଜ୍ୟ ସରକାରମାନେ

ପୃଥକ ଦୁର୍ଘଟଣା, ପ୍ରବାସୀ ଶ୍ରମିକ ଓ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ବାଲେଶ୍ଵର : ମଙ୍ଗଳବାର ଭୋର୍ ସମୟରେ ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଫାଲକନ୍ ମେରାଇନ୍ ଆକ୍ବା ଏକ୍ସପୋର୍ଟ

ସୁସ୍ଥ ହେଲେ ଆଉ ୩୦କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ୩୦କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୦୭କୁ ବୃଦ୍ଧି ପାଇଛି । ୩୦ କରୋନା ଆକ୍ରାନ୍ତଙ୍କ ସୁସ୍ଥ ମଧ୍ୟରେ ଗଞ୍ଜାମରରୁ ୨୦, କେନ୍ଦ୍ରାପଡ଼ାରୁ ୫, ନୟାଗଡ଼ରୁ ଜଣେ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୨ଜଣ

ଜେଲ୍‌ରୁ ମୁକୁଳିଲେ ୭,୨୫୫ କଏଦୀ

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜେଲ୍‌ରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୨୦ ମାର୍ଚ୍ଚରୁ ମେ’ ୧୨ ମଧ୍ୟରେ ଜେଲ୍‌ରେ ଅନ୍ତେବାସୀଙ୍କ ସଂଖ୍ୟା ୧୭,୮୧୨ ରହିଛି। ସେଥିମଧ୍ୟରୁ ୧୬,୯୩୧ଜଣ ଅନ୍ତେବାସୀ ବିଭିନ୍ନ ଜେଲ୍‌ରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ

ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ଵଶୁର-ବୋହୂଙ୍କ ଜୀବନ

ବାଲେଶ୍ଵର : ବିଦ୍ୟୁତ ସଂସ୍ପର୍ଶରେ ଚାଲିଗଲା ଶ୍ଵଶୁର-ବୋହୂଙ୍କ ଜୀବନ । ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରସାଳପୁର ପଞ୍ଚାୟତର ନଦୀଗାଁରେ । ରମାନାଥ ଦାସ ନିଜ ଘରେ ବିଦ୍ୟୁତ ତାର ସଜାଡୁଥିଲେ । କୌଣସି କାରଣରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତ ଲାଗିବା

ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଚୀନ୍ ଠାରୁ ଅଧିକ

ଭୁବନେଶ୍ବର: ଉହାନ ସହରରେ ୩ ହଜାର ମୁଣ୍ଡ ଗିଳିବା ପରେ କରୋନା ବିଦେଶକୁ ଡ଼ିଆଁ ମାରିଥିଲା ।ବିଦେଶରେ କରୋନା ଗିଳି ଚାଲିଛି ମୁଣ୍ଡ ପରେ ମୁଣ୍ଡ । କରୋନା ସଂକ୍ରମଣ କ୍ଷେତ୍ରରେ ଏବେ ଚୀନଠାରୁ ଓଡ଼ିଶା ପରି ଛୋଟ ରାଜ୍ୟ ବି ଆଗରେ ରହିଛି ।  ଚୀନରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦

ଭାରତରେ ୧ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୧୬୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ନିକଟତର ହେବାରେ ଲାଗିଛି। ମଙ୍ଗଳବାର

ଟ୍ରକ ବସ ମୁହାଁମୁହିଁ , ୯ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ଭାଗଲପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କ ନେଇଯାଉଥିବା ଏକ ବସ ଓ ଏକ ଟ୍ରକ୍ ମଧ୍ୟରେ ନାଉଗାଚିଆରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି

ଦୁଇ ଗୁଣ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ:  ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି। ଏଥି ସହିତ ଦେଶରେ କରୋନା ଭୂତାଣୁ ସଙ୍କଟକୁ ମୁକାବିଲା କରିବା ପାଇଁ ଲକଡାଉନ୍ ମଧ୍ୟ ଜାରି ରହିଛି | ତଥାପି, ଲକଡାଉନରେ ମଧ୍ୟ କରୋନା ଭାଇରସ୍ ସଂକ୍ରମଣ କମିବାର ନାମ ନେଉନାହିଁ | ପରିସ୍ଥିତି

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବହନ କରିବେ ସରକାର

ଭୁବନେଶ୍ବର: ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ଟ୍ରେନ୍ ଭଡ଼ାକୁ ନେଇ ଯାବତୀୟ ବିଭ୍ରାନ୍ତି ସୃଷ୍ଟି ହୋଇଛି । କେତେକ କ୍ଷେତ୍ରରେ ଏହାକୁ ନେଇ ରାଜନୀତି ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଘରଫେରନ୍ତା ପ୍ରବାସୀ