ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା

ରାୟଗଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା । କଲ୍ୟାଣ ବିଭାଗ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପୂର୍ବକ ଇ-ସୁବିଦ୍ୟା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ ୧୭ ଯାଏ ଚାଲିବାକୁ

ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ବିଞ୍ଝାରପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ କରୋଂଟାଇନ ସେଂଟର ପରିଦର୍ଶନ କରିବା ସହ ବ୍ଲକ କାର୍ଯ୍ୟଳୟରେ କନୋନା ସମ୍ପର୍କୀତ ସମୀକ୍ଷା ବୈଠକ କରି ଫେରିଛନ୍ତି । ପ୍ରକାଶ ଯେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ

ପୁଣି ୧ କରୋନା ପଜିଟିଭ ଚିହ୍ନଟ : ଆସିଲେ ନୂଆ ୫୫ ପ୍ରବାସୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ମାଣ୍ଡୁକିଠାରେ ଥିବା ସୋପ୍ନେଶ୍ୱର ନୋଡାଲର ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଅଛି । ତାଙ୍କର ନାମ ଶରତ ଚନ୍ଦ୍ର ପାତ୍ର (୫୭) ଘର ଏହି ବ୍ଲକ ଅଧିନ ସାନସିରେଇ ଗ୍ରାମରେ । ସେ କୋଲକାତାରୁ ଆସି ସୋପ୍ନେଶ୍ୱର ନୋଡାଲରେ

ସରପଂଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ ଭଦ୍ରକ ୨୮, ବାଲେଶ୍ୱର ୧୭, ଗଞ୍ଜାମ ୧୬, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରକୁ ଛୁଇଁଲା କରୋନା ରାଜ୍ୟର ୨୨ଟି ଜିଲ୍ଲା ତାଲିକାଭୁକ୍ତ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାକୁ ସର୍ବପ୍ରଥମେ ଛୁଇଁଲା କରୋନା । ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ସୂଚନା ଦିଆଯାଇଛି ।ରାଜ୍ୟରେ ନୂତନ ଭାବେ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ବଢ଼ିଛି । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ଏବେ ୩ ହଜାର ପାଖାପାଖି ହୋଇଥିବା ପ୍ରକାଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏହି ମୃତୁ୍ୟ ସଂଖ୍ୟା ୨ ହଜାର ୮୭୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ ଆକ୍ରାନ୍ତ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା । ହେଲେ ଏବେ ତ୍ରୁଟି ସୁଧାରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ

ଅମ୍ଫାନ : ଧାମରାରେଏନଡିଆରଏଫ ଟିମ୍

ଭଦ୍ରକ: ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଇ ଅଞ୍ଚଳରେ ସ୍ବତନ୍ତ୍ର ଅଫିସର ମୁତୟନ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଆଜି ୨

‘ଅମ୍ଫାନ୍’ର ମୁକାବିଲା ପାଇଁ ୧୭ଟି ଏନଡିଆରଏଫ ଟିମ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି। ବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର