ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ପରିଖିଲେ ୫ଟି ସଚିବ କାର୍ତିକେୟନ

ରାୟଗଡ/: ରାୟଗଡ ଜିଲ୍ଳା ଦିନିକିଆ ଗସ୍ତରେ ୫ଟି ସଚିିବ ଭି.କାର୍ତିକେୟନ ପାଣ୍ଡିଆନ୍ । ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା ୧୦୦ଶଯ୍ୟା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଏହାର ପ୍ରସ୍ତୁତି ଓ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ

ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ

ନୂଆପଡ଼ା:  ଓଡ଼ିଶାର ଦୁଇ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ମହାସମୁନ୍ଦ ନିକଟରେ ୪ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା

ଖାଲି ହେଉଛି ଧାରାବୀ ବସ୍ତି

ମୁ୍ମ୍ବାଇ: ଭାରତର ଅତି ଜନବହୁଳ ଧାରାବୀ ବସ୍ତିରୁ ପ୍ରବାସୀ ଶ୍ରମିକଙ୍କୁ ଖାଲି କରିବାକୁ ମହାରାଷ୍ଟ୍ର ସରକାର ଲାଗି ପଡ଼ିଥିବା ବେଳେ ‘ଶ୍ରମିକ ସ୍ପେସାଲ’ ରେଳଗାଡ଼ିରେ ଚଢ଼ିବା ପାଇଁ ୫ ଲକ୍ଷ ଶ୍ରମିକ ଲମ୍ବାଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ବସ୍‌ରେ ମୁମ୍ବାଇ ମହାନଗରୀର ବିଭିନ୍ନ

ଜମ୍ମୁ ଓ କଶ୍ମୀର: ଡୋଡ଼ା ଜିଲ୍ଲାରେ ଏନ୍‌କାଉଣ୍ଟର୍ ଯବାନ ସହିଦ, ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ପ୍ରତ୍ୟୁଷରୁ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଯୋଗୁଁ ସେନା ବାହିନୀର ଯବାନ ସହିଦ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ଆଇଜିପି ମୁକେଶ ସିଂହ କହିଛନ୍ତି। ନିହତ ଆତଙ୍କବାଦୀଜଣକ ହିଜ୍‌ବୁଲ୍

ଗୋମାଂସ ବୋଝେଇ ଅଟୋ ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରୁ ରାଉରକେଲାକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଅଟୋକୁ ବନ୍ଧମୁଣ୍ଡା ପୁଲିସ ଜବତ କରିଛି l ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଅଟୋ ଚାଳକ ମହମ୍ମଦ ସାଜିଦ ରେଳଧାରଣାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି l କୁତ୍ରାରୁ ଚରିଟି ପିକଅପ ଭ୍ୟାନରେ ଗୋରୁମାଂସ

ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ପର୍ଯ୍ୟାୟ:୭ଟି ‌କ୍ଷେତ୍ରରେ ଗୁରତ୍ବାରୋପ

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ୭ଟି କ୍ଷେତ୍ର ମନରେଗା, ଉଭୟ ଗ୍ରାମୀଣ ଓ ନରଗରାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ କୋଭିଡ୍, କମ୍ପାନି ଆଇନର ବୈଧିକରଣ, ବାଣିଜ୍ୟ

ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨୮ ନୂଆ କରୋନା ପଜିଟିଭ:୧୭ ଜଣ ଗୁଜୁରାଟ ଫେରନ୍ତା

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ୨୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି,  ସେମାନଙ୍କମଧ୍ୟରୁ ୧୭ ଜଣ ଗୁଜୁରାଟ ଫେରନ୍ତା, ୮ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ମହାରାଷ୍ଟ୍ର ଫେରନ୍ତା  ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ |

୩ଟି ରାଜ୍ୟ ବଢ଼ାଇଲେ ଲକଡାଉନ ଅବଧି

ଚଣ୍ଡୀଗଡ଼: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବରେ ଏହି ଲକଡାଉନ୍ ମେ ୩୧ ଯାଏଁ ଜାରି ରହିବ। ରାଜ୍ୟ ସରକାର ଲକଡାଉନକୁ ଆସନ୍ତା ୩୧ ତାରିଖ ଯାଏଁ ବଢ଼ାଇଦେଇଛନ୍ତି | ଲକଡାଉନରେ ସମସ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପଞ୍ଜାବର

ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳି ଉଗ୍ରରୂପ ଧାରଣ କରିବା ପରେ ମା’ ଦୁଇ ପୁଅଙ୍କ ଦେହରେ କିରୋସିନ ଢାଳି ନିଅାଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଲାଞ୍ଜୁଡ଼ା ପଂଚାୟତ

କରୋନା ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ଉପହାର

ଯାଜପୁର: ଯାଜପୁର ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଲୋକପି୍ରୟ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ୍ ଲାଇନ୍ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଉପହାର ପ୍ରଦାନ କରାଯାଇଛି ।