୨୪ ଘଣ୍ଟା ମଧ୍ୟରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଅମ୍ପାନ୍

ଭୁବନେଶ୍ୱର- ସାମୁଦ୍ରିକ ଝଡ ଅମ୍ପାନ ବାତ୍ୟା ରୂପ ନେବ । ପାରାଦୀପ ଠାରୁ ୧୧୦୦ , ପଶ୍ଚିମବଙ୍ଗ ଦିଘା ଠାରୁ ୧୨୫୦ କିମି ଓ ବାଂଲାଦେଶଠୁ ୧୩୩୦ କିମି ଦୂରରେ ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ସିଭିୟର ସାଇକ୍ଳୋନିକ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଏହା କେଉଁଠି ଲ୍ୟାଣ୍ଡଫଲ

ଜୁଲାଇ ସୁଦ୍ଧା ଫ୍ରାନ୍ସରୁ ମିଳିବ ୪ ରାଫେଲ

ନୂଆଦିଲ୍ଲୀ: ଭାରତ ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଆଣିବ ଆଉ ୪ ରାଫେଲ ଯୁଦ୍ଧ ବିମାନ । ମେ ମାସରେ ଏହା ମିଳିବାର ଥିଲା । ମାତ୍ର କୋରନା ଯୋଗୁ ସାମାନ୍ୟ ବିଳମ୍ବ ହୋଇଛି । ସେହିପରି ଭାରତୀୟ ବାୟୁ ସେନା ହିନ୍ଦୁସ୍ଥାନ ଏରୋନେଟିକ୍ସଠାରୁ ୬୦୦କୋଟି ଡ଼ଲାର ମୂଲ୍ୟରେ୮୩ ତେଜସ୍ ଜେଟ୍

ଅଜାନ ଆବଶ୍ୟକ କିନ୍ତୁ ଲାଉଡସ୍ପିକର ନୁହେଁ

ଆହ୍ଲାବାଦ- ଅଜାନ ସମୟରେ ଲାଉଡସ୍ପିକର ଆବଶ୍ୟକ ନୁହେଁ । ଏନେଇ ଆହ୍ଲାବାଦ ହାଇକୋର୍ଟ ଉତର ପ୍ରଦେଶ ମସଜିଦ ଗୁଡିକୁ କହିଛନ୍ତି । ଅଜାନକୁ ମୌଳିକ ଅଧିକାର ଭାବେ ବିବେଚନା କରିଥିଲେ ହିଁ ବୈଦତିକ ଉପକରଣ ମାଧ୍ୟମରେ ଉଚ୍ଚାରଣ କରିବା ସପକ୍ଷରେ କୋର୍ଟ ରାୟ ଦେଇନାହାନ୍ତି । ହାଇକୋର୍ଟ ବିଚାରପତି

୧୨ ଜିଲ୍ଲାକୁ ହାଇ ଆଲର୍ଟ ଜାରି, ୪ ଜିଲ୍ଲାକୁ ବିପଦ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାକୁ ନେଇ ୧୨ ଜିଲ୍ଲା ଗଞ୍ଜାମ,ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା,ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳ ହାଇଆଲର୍ଟ ଜାରିକରାଯାଇଛି ।ସେହିପରି ୪ ଜିଲ୍ଲା କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଜିଲ୍ଲାରେ

ପ୍ଲାନ-୧୮

ୱାଶିଂଟନ: ଭାରତ ସହିତ ମିଶି ଚୀନକୁ ଶିକ୍ଷା ଦେବା ଲାଗି ଆମେରିକା ଯୋଜନା କରିଛି ପ୍ଲାନ-୧୮ ।  ଚୀନ ଦ୍ବାରା ତଥ୍ୟ ଲୁଚାଯିବା ଏବଂ କରୋନାର ଉତ୍ପତ୍ତିସ୍ଥଳ ଜାଣିବା ଲାଗି ଆମେରିକା ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତରେ ସହଯୋଗ ନ କରିବା ଅଭିଯୋଗରେ ଆମେରିକା ଏହି ପଦକ୍ଷେପ ନେଇଛି। ଆମେରିକାର

ଭାରତକୁ ଭେଣ୍ଟିଲେଟର୍ ଦେବ ଆମେରିକା

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଭେଣ୍ଟିଲେଟର୍ ଦାନ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପରମ ବନ୍ଧୁ ବୋଲି ଗୁରୁତ୍ବ ଦେଇ କହିବାର ପରେ ଟ୍ରମ୍ପ୍ ଏଭଳି ‌ଘୋଷଣା କରିଛନ୍ତି।

ବଢିବ ତାତି: ସିଝିବ ରାଜ୍ୟ

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର କରିଛି । ୨୧ ତାରିଖ ବେଳକୁ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବ । ୨୦ ତାରିଖ ଠାରୁ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ୧୯ ତାରିଖ ଦିନ ଦକ୍ଷିଣ ପଶ୍ଚିମ ଓଡିଶା

କ୍ଷୁର୍ଣ୍ଣ ହେଉଛି ଶିଶୁ ଅଧିକାର : ୟୁନିସେଫ୍

ଜାତିସଂଘ: ଶିଶୁ ଅଧିକାରକୁ ବିପନ୍ନ କରୁଛି ମହାମାରୀ କୋରନା ।ବିଶେଷ ଭାବେ ନିବାରଣକ୍ଷମ କାରଣ ପାଇଁ କୋଭିଡ଼-୧୯ ଶିଶୁ ମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଦୁର୍ବଳ କରିପକାଉଛି । ଏଥିପାଇଁ ଆଗାମୀ ୬ମାସ ଭିତରେ ବିଶ୍ୱରେ ଆହୁରି ଅଧିକ ୬୦୦୦ ଶିଶୁ ମୃତୁ୍ୟମୁଖରେ ପଡ଼ିବେ ବୋଲି ‘ୟୁନିସେଫ’୍ ସତର୍କ

ଭାରତରେ ୩୦୧୫୨ ସୁସ୍ଥ ୨୭୫୨ ମୃତ

ନୂଆଦିଲ୍ଲୀ- ସମଗ୍ର ଦେଶରେ ୮୫୯୪୦ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୩୦୧୫୨ ସୁସ୍ଥ ହୋଇଥିବା ବେଳେ ୨୭୫୨ ମୃତୁ୍ୟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସରକାରୀ କର୍ମଚାରୀଙ୍କ ୧୦% ମହଙ୍ଗା ଭତା ବୃଦ୍ଧି

ଭୁବନେଶ୍ୱର- ସରକାରୀ କର୍ମଚାରୀଙ୍କ ୧୦ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ । ଏହି ମହଙ୍ଗା ଭତା ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ମାନେ ପାଇପାରିବେ ।