ସୁସ୍ଥ ହେଲେ ୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର- ଶୁକ୍ରବାର ରାଜ୍ୟରେ ପୁଣି ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୬୬ରେ ପହଂଚିଛି ।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଓ କେନ୍ଦୁଝରରୁ ୧ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…