ମାଙ୍କଡ଼ଙ୍କ ଦେହରେ ଅକ୍ସଫୋର୍ଡର କୋଭିଡ୍-୧୯ ଟିକା ପ୍ରୟୋଗ
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରସ୍ତୁତ କରୋନାଭାଇରସ୍ କୋଭିଡ୍-୧୯ ଟିକା ୬ଟି ମାଙ୍କଡ଼ ମାନଙ୍କ ଦେହରେ ପ୍ରୟୋଗ କରାଯାଇଛି । ଏହି ଟିକା ‘ରକ୍ଷାକାରୀ’ ସାବ୍ୟସ୍ତ ହୋଇଥିବା କଥା ଗୁରୁବାର ଦିନ ଆମେରିକା ଓ ବ୍ରିଟିସ୍ ଗବେଷକମାନେ କହିଛନ୍ତି, !-->…