କୋଭିଡ୍-୧୯ ଉପସମ ପାଇଁ ୪ଟି ଆୟୁଷ ଔଷଧ ପରୀକ୍ଷା
ନୂଆଦିଲ୍ଲୀ: କୋଭିଡ୍-୧୯ ଉପସମ ପାଇଁ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍!-->…