ତିହାର ଜେଲରେ କରୋନା ଭୟ
					ନୂଆଦିଲ୍ଲୀ-କରୋନା ଭୂତାଣୁସଂକ୍ରମଣ  ଜନିତ ଆଶଙ୍କା ନେଇ ତିହାର ଜେଲ କର୍ତୃପକ୍ଷ ହାଇଆଲର୍ଟ  ଜାରି କରିଛନ୍ତି । ବଳାକ୍ରାର ମାମଲାରେ କେତେକ ଅଭିଯୁକ୍ତଙ୍କୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।  ସଂପୃକ୍ତ ବଳାତ୍କାର କରିଥିବା ପୀଡିତାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।ତେଣୁ!-->…				
						