ଟ୍ରେନ ଚେନ ଟାଣି ପ୍ରବାସୀ ଫେରାର
					
ଭୁବନେଶ୍ୱର- ସୁରତରୁ  ଆସୁଥିବା ପ୍ରବାସୀ ଟ୍ରେନ ଚେନ ଟାଣି ଫେରିହୋଇଯାଇଛନ୍ତି । ଫେରାର ହେଇଥିବା ୨୦ ଜଣରୁ ସ୍ଥାନୀୟ ଲୋକ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ।ଅନ୍ୟମାନଙ୍କ ପତା ମିଳିନାହିଁ । ପୁଲିସ ମେସାନଙ୍କର ସନ୍ଧାନ କରୁଛି ।
				
						Recover your password.
A password will be e-mailed to you.