ନୂଆ ୧୪ ପଜିଟିଭ ଚିହ୍ନଟ
					ଭୁବନେଶ୍ୱର- ରାଜ୍ୟରେ  ପୁଣି ୧୪ ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ  । ଗଞ୍ଜାମରୁ ୧୨ ,ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!-->…				
						