ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି

ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଇଣ୍ଡିଆ-ବି ଓ ଇଣ୍ଡିଆ-ସି। ତେବେ ଲଗାତର ତିନୋଟି ମ୍ୟାଚ୍ ହାରିବା ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶୁକ୍ରବାର ସକାଳ ୧୧ଟା ବେଳେ

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଚୟନ ଚିନ୍ତା

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚରେ ଭାରତ ତା’ର ବେଞ୍ଚଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ

ବିଦ୍ୟୁତ୍‌ କାଟିଲେ ଆନ୍ଦୋଳନକୁ କେହି ରୋକି ପାରିବେନି : ସୁର ରାଉତ

ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ରୋକି ପାରିବେନି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ସେ ଆହୁରି

ଗୋପୀନାଥ ଗଜପତିଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି: ମୁଖ୍ୟମନ୍ତ୍ରୀ

ଅସୁସ୍ଥତା ହେତୁ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ଥିବା ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଆଜି ଭୋରରୁ  ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ  ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପୀନାଥ

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ

ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ତିଳପଦା ଗାଁ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁଟି ୩ରୁ ୪ ଦିନ ପୂର୍ବେ ଜନ୍ମ ନେଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗାଁ ନିକଟ

ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟି ହେଲା ଆମ୍ୱୁଲାନ୍ସ

ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟିହେଲା ୧୦୮ ଆମ୍ୱୁଲାନ୍ସ। ଏଥିରେ ଆମ୍ୱୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଭାଲୁକାଶୁଣି ନିକଟରେ ଘଟିଛି । ଆଜି ସକାଳେ ୧୦୮ ଆମ୍ୱୁଲାନ୍ସ ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ

ଶ୍ରମିକଙ୍କୁ ନେଇ ଯାଉଥିଲା ଗାଡ଼ି, ଓଲଟି ପଡ଼ିଲା

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ଗୋଡିଖାଳ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡି ଓଲଟି ୮ ଜଣ ଆହତ ହୋଇଛନ୍ତି। ଆହତମାନେ ସମସ୍ତେ ଜଳେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ସକାଳେ