ଫଳରେ ବାହାରିଲା କରୋନା ପଜିଟିଭ

ଡେ଼ାଡେ଼ାମା: କରୋନା ଭୁତାଣୁର ପରୀକ୍ଷା ପାଇଁ ଚୀନ୍ ତିଆରି କରୁଥିବା କିଟ୍ ଅତି ନିମ୍ନମାନର । ତାଞ୍ଜାନିଆ ସମେତ ଅନେକ ଦେଶ ଏହା ଉପରେ କଟକଣା ଲାଗୁ କରିଛନ୍ତି । ଚୀନ୍ ପଠାଇଥିବା କିଟ୍ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଏକ ଛେଳି ଓ ଫଳର ନମୁନା ସଂଗ୍ରହ କରି ଗୋପନ ରଖି ଲ୍ୟାବ୍ କୁ ପଠାଯାଇଥିଲା । ତେବେ ଉଭୟ ରିର୍ପୋଟ ପଜିଟିଭ୍ ଆସିବାରୁ ତାଞ୍ଜାନିଆର ରାଷ୍ଟ୍ରପତି ଜନ୍ ମାଗୁଫୁଲି ଏହି କିଟ୍ ଉପରେ କଟକଣା ଲାଗୁ କରିଛନ୍ତି । ସେଠାକାର ଅନେକ ଲୋକଙ୍କର କରୋନା ପଜିଟିଭ ବାହାରିଥିଲେ ମଧ୍ୟ ବାସ୍ତବରେ ସେମାନେ ଭୂତାଣୁ ଦ୍ୱାରା ଆକ୍ରାନ୍ତ ନଥିଲେ ।

Leave A Reply

Your email address will not be published.

three × two =