କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ଭଦ୍ରକର ନୂଆ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଚିହ୍ନଟ ହୋଇଥିବା ଭଦ୍ରକର ୯ ନୂଆ କରୋନା ଆକ୍ରାନ୍ତଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଭଦ୍ରକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃନ୍ଧି ପାଇଛି । ସେଥିମଧ୍ୟରୁ ୧୯ ସୁସ୍ଥ ହୋଇଥିବା ବେଳେ ୨୧ ଜଣ ଚିକିତ୍ସିତ ହୋଉଛନ୍ତି ।

Leave A Reply

Your email address will not be published.

18 − 14 =