ଅମ୍ଫାନରେ ଜନ୍ମନେଲେ ୬୦ ଶିଶୁ

ଭଦ୍ରକ- ବାତ୍ୟା ଅମ୍ଫାନର କରାଳ ଓ ତାଣ୍ଡବ ରୂପ ଚାରିଆଡେ ଆତଙ୍କ ଖେଳାଇ ଦେଇଥିବା ବେଳ ଏହି ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାରେ୬୦ ନବଜାତ ଶିଶୁ ଧରାପୃଷ୍ଠକୁ ଆସିଛନ୍ତି । ଦୁଇଦିନ ଧରି ଅମ୍ଫାନ ତାଣ୍ଡବ ଳୀଳା ଚଳାଇଥିବା ବେଳେ ପ୍ରଥମ ଦିନରେ ୪୩ ଓ ତା ପରଦିନ ୧୭ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ନବଜାତ ଶିଶୁ ଓ ସେମାନଙ୍କ ମା ସମସ୍ତେ ସୁସ୍ଥ ଅଛନ୍ତି । ଜିଲ୍ଲାପାଳ ନବଜନ୍ମିତ ଶିଶୁଙ୍କର ଫଟୋକୁ ନିଜ ଟୁଇଟର ଆକାଂଉଟରେ ସେୟାର କରିଛନ୍ତି ।

Leave A Reply

Your email address will not be published.

eleven + 19 =