କୋଟ ଗାଉନରେ କରୋନା ସଂକ୍ରମଣ ଭୟ

ନୂଆଦିଲ୍ଲୀ-କୋଟ ଗାଉନ ପରିଧାନ କରିବେନି ବିଚାରପତି ଓ ଆଇନଜୀବୀ ।କଳା କୋଟ୍ ଓ ଗାଉନ ଦ୍ୱରା ସଂକ୍ରମଣ ଆଶଙ୍କା ଅଧିକ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଛନ୍ତି । ଏଥିସହ ସମସ୍ତ ବିଚାରପତି ଓ ଆଇନଜୀବୀ ମାନଙ୍କୁ କଳା କୋଟ ଓ କଳା ଗାଉନ ବର୍ଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବୁଧବାର ଜଷ୍ଟିସ ବେବଡେଙ୍କ ସହିତ ଅନ୍ୟ ବିଚାରପତି ମାନେ ଧଳା ସାର୍ଟ ଓ ନେକ୍ ଟାଇ ପିନ୍ଧି ଅଦାଲତ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

5 × 2 =