ଭାରତକୁ ବିଶ୍ୱ ବ୍ୟାଙ୍କର ୧ ବିଲିୟନ ଡ଼ଲାର ଅନୁମୋଦନ

ନୂଆଦିଲ୍ଲୀ : ଦେଶର ସହରାଂଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ସମାଜିକ ନିରାପତ୍ତା ବୈଷୟିକ ପାଣ୍ଠି ପାଇଁ ଭାରତକୁ ଏକ ବିଲିୟନ ନଲାର ଅନୁମୋଦନ କରିଛି ବିଶ୍ୱ ବ୍ୟାଙ୍କ୍ । ଏହି ପାଣ୍ଠି ବଳରେ ଭାରତ ବୈଷୟିକ ସ୍ତରରେ ୪୦୦ରୁ ଅଧିକ ସାମାଜିକ ନିରାପତ୍ତା ଯୋଜନାର ସମନ୍ୱୟ ରକ୍ଷା କରିପାରିବ । ବିଶ୍ବ ବ୍ୟାଙ୍କ୍‌ର କଣ୍ଟ୍ରି ଡାଇରେକ୍ଟର୍ ଜୁନୈଦ୍ ଅହମଦ୍ କହିଛନ୍ତି, ଗ୍ରାମୀଣ ଅଞ୍ଚଳର ଗରିବଙ୍କ ପରି ନଗରାଞ୍ଚଳ ଗରିବଙ୍କ ସାମାଜିକ ନିରାପତ୍ତାର ପୁନଃଭାରସାମ୍ୟ ରକ୍ଷା କରିବା କ୍ଷେତ୍ରରେ ଏହି ପ୍ରକଳ୍ପର ଗୁରୁତ୍ବ ରହିବ।

Leave A Reply

Your email address will not be published.

three × 1 =