ପ୍ରମୁଖ ଖବର ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ Nyayabati Live May 14, 2020 0 ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସମସ୍ତେ ଯାଜପୁର ଜିଲ୍ଲାର । ଏହାକୁ ମିଶାଇ ୧୫୮ରେ ପଂହଚିଛି ଆରୋଗ୍ୟ ସଂଖ୍ୟା । ଯାଜପୁର ଜିଲ୍ଲାରେ ୮୮ ପଜିଟିଭ ରହିଥିବା ବେଳେ ୪୮ ସୁସ୍ଥ ହୋଇଛନ୍ତି ଓ ୪୦ ଆକ୍ଟିଭ କେଶ ରହିଛି ।
ରାଜ୍ୟ ଯାଜପୁରରେ ୧୪୪ ଧାରା ଜାରି Nyayabati Live May 14, 2020 0 ଜପୁର- ଯାଜପୁର ରୋଡରେ ଗୁରୁବାର ମଧ୍ୟାହ୍ନରୁ ଅନିର୍ଦ୍ଧଷ୍ଟକାଳ ପର୍ଯ୍ୟନ୍ତ ଲାଗୁହେଲା ୧୪୪ ଧାରା । ସୁରତ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଦୁଇଟି ପ୍ରବାସୀ ଶ୍ରମିକ ଟ୍ରେନ ଆଜି ଅପରାହ୍ନ ୪ଟା ଓ ଆସନ୍ତାକାଲି ସକାଳ ୬ ଟାରେ ଯାଜପୁରରେ ପଂହଚିବ । ପ୍ରତି ଟ୍ରେନରେ ୧୫୦୦ ପ୍ରବାସୀ ଆସୁଛନ୍ତି ।!-->…
ରାଜ୍ୟ ରାୟଗଡାରେ ପଂହଚିଲା ପ୍ରବାସୀ ଶ୍ରମିକ ଟ୍ରେନ Nyayabati Live May 14, 2020 0 ରାୟଗଡା- ତାମିଲନାଡୁ ତିରିପୁରରୁ ଆସିଥିବା ପ୍ରବାଦୀ ଶ୍ରମିକ ଟ୍ରେନ ରାୟଗଡାରେ ପଂହଚିଛି । ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ଏଡାଇବା ପାଇଁ ଆଜି ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଂଚଳରେ ୧୪୪ଧାରା ଜାରି କରାଯାଇଛି ।
ଦେଶ ୧୦୦୦ରୁ ଅଧିକ ପୁଲିସ କରୋନା ଆକ୍ରାନ୍ତ Nyayabati Live May 14, 2020 0 ମୁମ୍ବାଇ: ମହାରାଷ୍ଟ୍ରରେ ଅତିକମରେ ୧,୦୦୧ ପୁଲିସ କର୍ମଚାରୀ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି | ସେଥିମଧ୍ୟରୁ ୮୫୧ଟି ସକ୍ରିୟ ମାମଲା ରହିଥିବାବେଳେ ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ମହାରାଷ୍ଟ୍ରର ୮ଜଣ ପୁଲିସ କର୍ମଚାରୀ କୋଭିଡ୍ -୧୯ ଦ୍ୱାରା ଆକ୍ରାନ୍ତ ହେବା ପରେ!-->…
ରାଜ୍ୟ ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ Nyayabati Live May 14, 2020 0 ଭୁବନେଶ୍ୱର- ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ନିକୁଞ୍ଜ ବିହାରୀ ଧଳ । ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ଧଳଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।ସେହିଭଳି ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ!-->…
ରାଜ୍ୟ ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ Nyayabati Live May 14, 2020 0 ଭୁବନେଶ୍ବର : ବିମାନ ଓ ରେଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ଯାତ୍ରୀମାନେ ଏଥିପାଇଁ ପ୍ରାକ୍ ପଞ୍ଜୀକରଣ କରିବା ସହିତ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ତେବେ ସଙ୍ଗରୋଧରେ ରହିବା ସମୟରେ ଯେଉଁମାନେ!-->…
ଅପରାଧ ଧରା ପଡ଼ିଲେ ଫେରାର ଏସ୍ଆଇ Nyayabati Live May 14, 2020 0 ଭୁବନେଶ୍ୱର: ଦୁଷ୍କର୍ମ ଏବଂ ଚୋରା ଗାଡ଼ି କାରବାର ଅଭିଯୋଗରେ ନିଲମ୍ବିତ ଏସ୍ଆଇ ରାକେଶ ସାମଲଙ୍କୁ କମିଶନରେଟ୍ ପୋଲିସ ର ସ୍ୱତନ୍ତ୍ର ଟିମ୍ ଆଜି ରାଉରକେଲାରୁ ଧରିଛି । ଆଜି ତାଙ୍କୁ ରଘୁନାଥପାଲ୍ଲୀ ଥାନାରେ ରଖାଯିବାପରେ ଆସନ୍ତା କାଲି ଭୁବନେଶ୍ୱର ଅଣାଯିବ । ତଦନ୍ତକାରୀ ଅଧିକାରୀଙ୍କ ଜେରା!-->…
ରାଜ୍ୟ ଲଘୁଚାପ : ୧୬ରେ ବାତ୍ୟା ରୂପ ନେବ Nyayabati Live May 14, 2020 0 ଭୁବନେଶ୍ବର : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶା!-->…
ବିଦେଶ ବିଶ୍ୱରେ କରୋନା ମୃତ୍ୟ ସଂଖ୍ୟା ୩ ଲକ୍ଷ ନିକଟତର Nyayabati Live May 14, 2020 0 ୱାଶିଂଟନ- ବିଶ୍ୱରେ କରୋନା ମୃତ୍ୟ ସଂଖ୍ୟା ୨,୯୮,୧୭୪ରେ ପଂହଚି ଥିବା ବେଳେ ୪୪,୨୯,୭୪୪ ଆକ୍ରାନ୍ତ ହୋଇଛନ୍ତି । ଏଯାବତ୍ ୧୬,୫୯,୭୯୧ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଅନ୍ୟ ଦେଶ ତୁଳନାରେ ଆମେରିକା ସ୍ଥିତି ଅଧିକ ସଙ୍ଗିନ । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୦,୩୪୮ ଥିବା ବେଳେ ୮୫!-->…
ଦେଶ ଜୁନ ୩୦ ପର୍ଯ୍ୟନ୍ତ ବୁକ୍ ହୋଇଥିବା ଟ୍ରେନ ଟିକେଟ ରଦ୍ଦ କଲା ରେଲୱେ Nyayabati Live May 14, 2020 0 ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍ କରାଯାଇଥିବା ସମସ୍ତ!-->…