ସେନାରେ ଯୋଗଦେଇପାରିବେ ସାଧାରଣ ନାଗରିକ

ନୂଆଦିଲ୍ଲୀ- ବେସାମରିକ ନାଗରିକଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ବଡ ନିଷ୍ପତି । ବିଭିନ୍ନ ପେସାଦାର ବୃତିରେ ନିୟୋଜିତ କର୍ମଚାରୀ ଓ ଦକ୍ଷତା ରଖିଥିବା ବ୍ୟକ୍ତମାନେ ୩ ବର୍ଷ ଯାଏଁ ସେନାରେ କର୍ଯ୍ୟ କରିପାରିବେ । ନାଗରିକ ମାନଙ୍କୁ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଟ ଲାଇନ ଫର୍ମେସନ

ଓଡ଼ିଶାରେ କୋଭିଡ୍‌ ହସ୍ପିଟାଲ ବେଡ୍‌ ସଂଖ୍ୟା ୪ ହଜାର ହେବ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ। ଗୁରୁବାର ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ୍‌

କୋଭିଡ୍-୧୯ ଉପସମ ପାଇଁ ୪ଟି ଆୟୁଷ ଔଷଧ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ୍-୧୯ ଉପସମ ପାଇଁ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍

କେନ୍ଦ୍ରପଡାରେ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର-କେନ୍ଦ୍ରପଡାରେ ପୁଣି ୧୩ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦ୍ରପଡାରେ ପଜିଟିଭଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ପଂହଚିଛି ।

ଯାଜପୁରରେ କରୋନା ସ୍ଥିତି ଅନୁଧ୍ୟନ କଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ

ଯାଜପୁର-ବୁଧବାର ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ ସ୍ଥିତିସମ୍ପର୍କରେ ଆଲୋଚନା କରିଛନ୍ତି । କରେନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ଓ କଂଟେନମେଂଟ

୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର ଜଣାପଡ଼ିଛି। ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟ ଓ ସିଭିଲ୍‌ ସୋସାଇଟି ଅର୍ଗାନାଇଜେସନ୍‌ ପକ୍ଷରୁ ଓଡ଼ିଶା ସମେତ ୧୨ଟି ରାଜ୍ୟର

ପୁଣି ଧରାପଡ଼ିଲେ ଚୋରା ମଦ ବେପାରୀ

ଭୁବନେଶ୍ୱର: ଲକ୍ଡ଼ାଉନ୍ ସୁଯୋଗ ନେଇ ରାଜଧାନୀରେ ବେଆଇନ ନିଶାବେପାରି ମାଲାମାଲ । କର୍ଫ୍ୟୁ ଜାରି ସତ୍ୱେ ସକ୍ରିୟ ହୋଇଉଠିଛନ୍ତି ମଦ ମାଫିଆ । ଖୋଲାଖୋଲି ଚଢା ଦରରେ ବିକ୍ରି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମଦ । କମିଶନରେଟ ପୁଲିସ୍କୁ ଚକମା ଦେଇ ନିଶା ବେପାରରେ ଲିପ୍ତ ଥିବା ୨ ମଦ ମାଫିଆଙ୍କୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ଟପିଲା

ନୂଆଦିଲ୍ଲୀ- ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ପାର ହୋଇଛି । ଚବିଶି ଘଂଟରରେ ୩,୭୨୨ ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ସୁସ୍ଥ ହୋଇଥିବା ବେଳେ ୨୫୪୯ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

କୃଷି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ବଳକା ଥିବା ଅର୍ଥ ଅନ୍ର କେଉଁ କ୍ଷେତ୍ରରେ ବିନିଯୋଗ କରାଯିବ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ଭାବନା ରହିଛି । ସେହିପରି ଯୋଗାଣ

ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ୍ ଓଲଟି ପଡ଼ିବାରୁ ୫ ଆହତ

ନାଶିକ: ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଟ୍ରକ୍ ଗୁରୁବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି।ସେମାନଙ୍କୁ ନାଶିକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ୫୩ ଜଣ