ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହେଉ

ଭୁବନେଶ୍ୱର:ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଅନେକ ଗୁଡିଏ ଉପାଦେୟ କଥା ରହିଛି । ସେଥିପାଇଁ ଧନ୍ୟବାଦ । କିନ୍ତୁ ମୁଁ ଦୁଇଟି ବିଷୟରେ ଉଲ୍ଲେଖ କରିବାକୁ

ଦଶରଥପୁର ବ୍ଲକରେ ୨୯ କରୋନା ଆକ୍ରାନ୍ତ

ଯାଜପୁର: କିଛି ଦିନ ବ୍ୟବଧାନ ପରେ ପୁନର୍ବାର ଦଶରଥପୁର ବ୍ଲକ୍ରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କୋଲକାତା ଫେରନ୍ତା ତଥା ଅକରପଡ଼ା ପଂଚାୟତ ସାନଦୋଗଡ଼ା ଗ୍ରାମର ବୋଲି ଜଣାପଡିÿଛି । ଏହାକୁ ମିଶାଇ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଂଚିିଛି

ମହିଳାଙ୍କୁ ମିଳୁନି ଉଜ୍ୱଲା ରନ୍ଧନ ଗ୍ୟାସ

ଯାଜପୁର: କୋଭିଡ଼ - ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକ୍ଡ଼ାଉନ୍ ଜାରି ରହିଛି । ଫଳରେ ଗରୀବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଏହି ସଂଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା

ଲକଡାଉନ୍ ନିୟମ ମାନି ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠି ଯାତ୍ରା

ଭୁବନେଶ୍ୱର- ଲକଡାଉନ ନିୟମ ମାନି ଆସନ୍ତା୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠି ଯାତ୍ରା ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶୀତଳ ଷଷ୍ଠି ପାଇଁ ମହାନଗର ନିଗମର କମିଶନରଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ । ବିଏମସିର ଅତିରିକ୍ତ

ଆସୁଛି ବାତ୍ୟା

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ମେ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବେଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସାଇକ୍ଳୋନିକ ଷ୍ଟମରେ ପରିଣତ ହୋଇ ଉତରପଶ୍ଚିମ ଦିଗକୁ ମୁହାଁଇବ । ପରେ ଉତର ଓ ଉତର

ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ଵର : କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ପୁଣି ଆଉ କିଏ ବସ୍ ଟ୍ରେନର ସୁବିଧା ନପାଇ ସାଇକେଲରେ ମଧ୍ୟ ଓଡ଼ିଶା ଫେରିବାକୁ

ପୁଣି ସୁସ୍ଥ ହେଲେ ୨୭

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ,

‘ସିଏପିଏଫ୍’ କ୍ୟାଣ୍ଟିନ୍‌ରେ ବିକ୍ରି ହେବ କେବଳ ସ୍ବଦେଶୀ ଜିନିଷ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମସ୍ତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସେସ୍ (ସିଏପିଏଫ୍) କ୍ୟାଣ୍ଟିନ୍‌ରେ ଏବେ କେବଳ ସ୍ବଦେଶୀ ଜିନିଷ ବିକ୍ରୟ ହେବ। ଟୁଇଟ୍ କରି ଶାହା କହିଛନ୍ତି ଯେ ୨୦୨୦ ଜୁନ୍ ୧ ତାରିଖ ଠାରୁ ଦେଶରେ ଥିବା ସମସ୍ତ

ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ଗୁରୁତର

ଚଣ୍ଡୀଗଡ଼: ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୋହାଲିସ୍ଥିତ ଫର୍ଟିସ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ବଲବୀର ୩ଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜୟୀ