ମାସ୍କ ବଂଟନ ଓ କରୋନା ସଚେତନତା

ବଲାଙ୍ଗିର: ଗତ କିଛି ଦିନ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଲ ଓ ପଦ୍ମପୁର ଅଂଚଳରେ ପଶ୍ଚିମ ଓଡିଶା ପରିବାର, ମୁମ୍ବାଇର ସହାୟତାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ ତରଫରୁ ଆଜି ବଲାଙ୍ଗୀର ସହରର କଂସାରୀପଡା,

ନାଗାବଳୀ ନଦୀରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ

ରାୟଗଡା: ରାୟଗଡା ଜିଲ୍ଲାରେ ବାଲି ମାଫିଆମାନେ ସକ୍ରିୟ ହୋଇଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ବାଲି ଘାଟରୁ ଦୈନିକ ଶହ ଶହ ସଂଖ୍ୟକ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ୨ ଦିନ ତଳେ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ ବେଆଇନ ଭାବେ ବାଲି ଖନନ କରାଯାଇ ଚଢା ଦରରେ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ କଟକ: ଆସନ୍ତା ଜୁନ ମାସ ୨୨ ତାରିଖ ସୁଦ୍ଧା ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କରୋନା ଆତଙ୍କ ନେଇ ଲକ୍ ଡାଉନ ଜାରି ହୋଇଥିବାରୁ ୧୦ ଦିନ ବିଳମ୍ବରେ ରଥ

ଆଜି ବିଶ୍ୱ ନର୍ସ ଦିବସ

 ଆଜି ମେ ୧୨ ତାରିଖ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ କରାଯାଉଥିବାବେଳେ କରୋନା ବିରୋଧରେ ନର୍ସମାନଙ୍କର ଲଢ଼େଇ ଅତୁଳନୀୟ ଏବଂ ସମଗ୍ର ବିଶ୍ଵପାଇଁ ପ୍ରେରଣାଦାୟୀ ପାଲଟିଛି। କରୋନା ଭୂତାଣୁ ବିଶ୍ଵରେ ମହାମାରୀ ରୂପ ନେଇଛି। ଏହି ଭୂତାଣୁ ବିରୋଧରେ ସାରା ବିଶ୍ଵ ଲଢ଼େଇ ଜାରି ରଖିଛି। ତେବେ

ଏମ୍ସରୁ ଫେରିଲେ ମନମୋହନ

ନୂଆଦିଲ୍ଲୀ- ଏମସରୁ ଡିସ୍ଚାର୍ଜ ହେଲେ ମନମୋହନ ସିଂହ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରକୁ ଫେରିଛନ୍ତି ।

ଭାରତର ଏହି ନଦୀରେ ଦୃଶ୍ୟମାନ ହୁଏ ହଜାର ହଜାର ଶିବଲିଙ୍ଗ

ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍ ନୁହେଁ, କାରଣ ଏଠାରେ ଅନେକ ଶିବଲିଙ୍ଗର ଦର୍ଶନ ମିଳେ। ଏହି ପବିତ୍ର ସ୍ଥାନକୁ ସହସ୍ତ୍ରଲିଙ୍ଗା କୁହାଯାଏ, ଯାହା କର୍ଣ୍ଣାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଥିବା ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ

ଏଲଏସିରେ ହେଲିକପ୍ଟର ଉଡ଼ାଇଲା ଚୀନ ସେନା

ଲେହ: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଥର ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଚୀନ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ନିକଟରେ ଉତ୍ତର ସିକ୍କିମରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଆଜି ଦେଶବାସୀଙ୍କୁ ସମ୍ବୋଧିିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ସନ୍ଧ୍ୟା ୮ଟାରେ ପଂଚମ ଥର ପାଇଁ ଦେଶବାସୀଙ୍କୁ ସମ୍ଭୋଧିିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପର୍ଯ୍ୟୟ ଲକଡାଉନ ପରେ କଣ ହେବ ସେ ନେଇ ଆଲୋଚା କରିପାନ୍ତି ।

ବଢିବ ବସ ଭଡା

ଭୁବନେଶ୍ୱର- ବଢିବ ବସ ଭଡା ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଗ୍ରୀନ ଜୋନରେ ୫୦% ଯାତୀଙ୍କୁ ନେଇ ବସ ଚାଳିବା ପାଇଁ ନିର୍ଦ୍ଧଶ ଦେଇଥିଲେ । ହେଲେ ବସ ମାଲିକ ମାନେ ଗାଡି ଚଲାଇନଥିଲେ । ଅଧା ସିଟରେ ଲୋକମାନେ ଗଲେ ବସମାଲିକ କ୍ଷତି ସହିବାକୁ ପଡିବ । ତେଣୁ