ସୀମା ପାର୍ ହୋଇ ପ୍ରବେଶ କରୁଛନ୍ତି ଶହଶହ ପ୍ରବାସୀ ଶ୍ରମିକ
ରାୟଗଡା: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ସଙ୍କଟର ସ୍ଥିତି ସୃଷ୍ଟି ହୋଇଛି । ତେବେ ଲକ୍ଡାଉନ ଘୋଷଣା ପରେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମିକମାନେ । କାର୍ଯ୍ୟସ୍ଥଳରୁ କଂପାନୀ କତୃପକ୍ଷ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ବାଧ୍ୟ କରୁଥିବା ବହୁ ନଜର ରହିଛି ।!-->…