୧୩ରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ମଇ ୧୩ରୁ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ। ଏହି ଟ୍ରେନ୍ ସେବା କଟକ, ଭଦ୍ରକ, ବାଲେଶ୍ୱର, ହିଜଲି (ଖଡ଼କପୁର), ଟାଟାନଗର ଜେନ୍, ମୁରି, ବୋକରୋ ଷ୍ଟଲ୍ ସିଟି, ଗୋମୋହ ଜେନ୍, କୋଡେର୍ମା, ଗୟା, ଡିଡି ଉପାଧ୍ୟାୟ ଜନ୍ ଏବଂ କାନପୁର ସେଣ୍ଟ୍ରାଲ୍ରେ!-->…