ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର

ନୂଆଦିଲ୍ଲୀ-ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । କିନ୍ତୁ ତାଙ୍କ ଠାରେ ଜ୍ୱର ଲକ୍ଷଣ ପ୍ରକାଶ ପାଇଛି ।ଜ୍ୱରର କାରଣ ଜାଣିବାକୁ ତାଙ୍କର ପରୀକ୍ଷା କରାଯାଉଛି । ଓ ତାଙ୍କୁ ସମସ୍ତ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ

ଭଦ୍ରକ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ- ଭଦ୍ରକ ଜିଲ୍ଲା ଗୁଆମାଳ ପଂଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଆଖିପିଛୁଳାକେ ୫ ପରିବାରର ୨୦ରୁ ଅଧିକ ବଖାର ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ନିଆଁ ଲାଗିବା ସଂପର୍କରେ ଏଯାବତ୍ କୌଣସି ସୂଚନା ସଷ୍ଟିକରଣ

ନୂଆ ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୧୨ ,ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଆମେରିକାରେ ଥିବା ଓଡିଆମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ କନଫରେନ୍ସିଂ ଓଡିଶାର ବିକାଶ ଲାଗି…

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିÂିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ ମହମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ

ଅନୁଗୋଳ: ବୈଶାଖ ପୂର୍ଣ୍ଣିମା ଅବସରରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ମହିମା ଧାମଠାରେ ସନ୍ଥ କବି ଭୀମ ଭୋଇଙ୍କ ୧୭୧ତମ ଜୟନ୍ତୀ ଅପରାହ୍ନ ଚାରି ଘଂଟା ସମୟରେ ଅନୁÂିତ ହୋଇ ଯାଇଛିା କରୋନା ମହାମାରୀ ଜନୀତ ତାଲାବନ୍ଦୀକୁ ଆଖିରେ ରଖି ସାମାଜିିକ ଦୂରତା ରଖି ମୁହଁରେ ମାସ୍କ ପିନ୍ଧି କବି

ହିନ୍ଦୁଜାଗରଣ ମଂଚ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ଆମ ଦେଶର ପୋଲିସ, ପ୍ରଶାସନ, ଡାକ୍ତର, ସ୍ୱଚ୍ଚତା କର୍ମଚାରୀ ଓ ସାମ୍ବାଦିକ ଭାଇ ଓ ଭଉଣୀମାନେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ନିଜ ଜୀବନ ଓ ପରିବାରକୁ ତୁଚ୍ଛ କରି କରୋନା ଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା

କେନାଲକୁ ଖସିଲା ଟ୍ରକ

ଯାଜପୁର: ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଚିତାଳୋ ମହାବିଦ୍ୟାଳୟ ରାସ୍ତାରେ ଏକ ଚିପସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବେଳେ ଟ୍ରକ୍ ଚାଳକ ଚତୁରତାର ସହ ବାହାରକୁ ଡେ଼ଇଁପଡ଼ି ନିଜ ଜୀବନ ବଂଚାଇବାକୁ ସକ୍ଷମ ହୋଇଥିବା ବେଳେ କେନାଲ ଭିତରେ ଥିବା ଗୋଟିଏ ଗାଈ ଅଳ୍ପକେ

ବର୍ଷକ ମଧ୍ୟରେ ବିଦ୍ୟୁତ ଆଘାତରେ ୧୦ ଗାଈ ମୃତ

ଯାଜପୁର: ଦଶରଥପୁର ବ୍ଲକ୍ କୟାଁ-ଦରଭା ରାସ୍ତା ପାଶ୍ୱର୍ ଚାଷ ଜମି ଦେଇ ବେପରୁଆ ଭାବେ ଟଣା ହୋଇଥିବା ବିଦୁ୍ୟତ ତାର ସଂଶ୍ପର୍ସରେ ଆସି ଉକ୍ତ ପଂଚାୟତ ଧରମପୁର ଗ୍ରାମର କୁନା ମଲ୍ଳିକଙ୍କ ଗୋଟିଏ ଗାଇ ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ଉକ୍ତ ଘଟଣା ଘଟିବା ପରେ ସ୍ଥାନୀୟ ବିଦୁ୍ୟତ ବିଭାଗର

ଦେଶର ଅର୍ଥନୀତିକୁ ଦୋହଲାଇବ ୭ ରାଜ୍ୟ !

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ·ଲିଛି । ହେଲେ ଏହାରି ଭିତରେ ଉଭୟ ଭଲ ଓ ଖରାପ ସ୍ଥିତି ଦେଖିବାକୁ ମିଳିଛି । ସଂକ୍ରମଣ ସଂଖ୍ୟାଗୁଡ଼ିକୁ ବି·ରକୁ ନେଲେ, ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇପଡ଼ି ନାହିଁ କିମ୍ବା ସମ୍ପୂର୍ଣ୍ଣ ଅନୁକୂଳ ବୋଲି ମଧ୍ୟ

ରାଜ୍ୟରେ ୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ତାପମାତ୍ରା । ଆଗକୁ ଆହୁରି ବଢ଼ିବ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପମାତ୍ରାରେ ସେମିତି କିଛି ବଡ଼ ପରିବର୍ତନ ଦେଖାଯିବନି । କିନ୍ତୁ ଏହା ପରେ ଗରମ ବଢ଼ିବ । କିଛି ସ୍ଥାନରେ ୪୦