ଦିନକରେ ୪୨୧୩ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୨୨୦୬ । ୪୪,୦୨୯ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ । ୩୧.୧୫%…
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ପ୍ରଥମଥର ପାଇଁ ଦେଶରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୪୨୧୩ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।ସେହିପରି ମୃତୁ୍ୟ!-->…