ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢେ଼ଙ୍କାନାଳ: ଖୋର୍ଦ୍ଧାର ଏକ ମଦ କମ୍ପାନୀରେ କାର୍ଯ୍ୟରତ ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପୋଲିସ ତଦନ୍ତ ଚଳାଇଛି । ମୃତ ଡାଇଭର ମାନେ ଲକ୍ ଡାଉନ ପୂର୍ବରୁ ସ୍ପିରିଟ ନେବା ପାଇଁ ସ୍ଥାନୀୟ ଶକ୍ତି ସୁଗାର ମିଲକୁ ଆସି ଫସି ଯାଇଥିଲେ । ତେବେ ଶକ୍ତି ସୁଗାର ମିଲ ପରିସରରେ ତିନି

ଲକଡାଉନ ବେଳେ ଘରେ ପ୍ରସ୍ତୁତ କରନ୍ତୁ ଏନର୍ଜୀ ଡ୍ରିଙ୍କ୍

କରୋନା ଭୂତାଣୁ ପାଇଁ ଭାରତରେ ଲକଡାଉନ୍ ଅଛି । ସମସ୍ତେ ଘରେ ରହୁଥିବା ବେଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଏତତ୍ ବ୍ୟତୀତ ଅନେକ ଲୋକ ଘରେ ରହି ମଧ୍ୟ ସେମାନଙ୍କ ଅଫିସ କାମ ତୁଲାଉଛନ୍ତି । ଏଭଳି ସ୍ଥିତିରେ ଶୀରରେ ପର୍ଯ୍ୟାନ୍ତ ଶକ୍ତି ରହିବା

ଜଳିଗଲା ମିଗ୍-୨୯ ଯୁଦ୍ଧ ବିମାନ

ଅମୃତସର : ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୯ଶୁକ୍ରବାର ପଞ୍ଜାବର ନୱାସହର ଅନ୍ତର୍ଗତ ଚୁହାଡ଼ପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ତଳକୁ ଖସିବା ପୁର୍ବରୁ ପାଇଲଟ ଏମ୍ କେ ପାଣ୍ଡେ ସୁରକ୍ଷିତ ଭାବେ ଆକାଶ ଛତା ଦ୍ୱାରା ବାହାରକୁ ଚାଲି ଆସିଥିଲେ ।ଏବେ ତାଙ୍କ ଅବସ୍ଥା

କରୋନା ମୁକାବିଲା ପାଇଁ ହାତ ବଢାଇଲା ରେଳ ବିଭାଗ

ଭୁବନେଶ୍ୱର- ଟ୍ରେନରେ ହବ କୋଭିଡ ହସପିଟାଲ ।ପାଂଚ ହଜାର ରେଲୱେ କୋଚକୁ କୋଭିଡ କେୟାର ସେଂଟରରେ ପରିବର୍ତନ କରାଯାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ କେୟାର କୋଚ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିହିତ କରାଯାଇଛି । ସମ୍ବଲପୁର, ଟିଟିଲାଗଡ, କଂଟାବାଂଚି,ରାୟଗଡା,

ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର- ଶୁକ୍ରବାର ରାଉରକେଲାର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମାଛ ପାଟିରେ ବ୍ରାଉନ୍ ସୁଗାର

ଜଳେଶ୍ୱର: ଲକ୍ଡ଼ାଉନ୍ରେ ଅଭିନବ ଉପାୟରେ ହେଉଛି ବ୍ରାଉନ୍ ସୁଗାର ଚାଲାଣ । ମାଛ ପାଟିରେ ବ୍ରାଉନ୍ ସୁଗାର ପୁଡ଼ିଆ ଭର୍ତି କରି ଚାଲାଣ କରୁଥିବା ବେଳେ ଧରା ପଡ଼ିଛନ୍ତି ଯୁବକ । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଲକ୍ଷ୍ମଣନାଥ ସୀମାନ୍ତରୁ ଯୁବକଙ୍କୁ ଗିରଫ କରିଛ ି ଜଳେଶ୍ୱର ପୁଲିସ୍ ।

ଛତ୍ରପୁରରେ ପୋଲିସ ଉପରକୁ ଟେକାପଥର ମାଡ

ଛତ୍ରପୁର- ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟରେ ପୋଲିସକୁ ଟେକାପଥର ମାଡ । ସୁରତ ଫେରନ୍ତାଙ୍କ ଗ୍ରାମ ପ୍ରବେଶକୁ ନେଇ ପୁଲିସ - ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଭୟାନକ ପରିସ୍ଥିତି ସୃଷ୍ଟି ହେବା ଫଳରେ ପୁଲିସ ଲାଠିଚାଳନା କରିଥିଲା । ଗ୍ରାମବାସୀ ପୋଲିସକୁ ଟେକାପଥର ମାଡ କରିବା ପରେ ୪୦

କଂଟେନମେଂଟ ଅଂଚଳରେ ନୋଡାଲ ଅଧିକାରୀଙ୍କୁ ମାଡ

ତିହିଡି- ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା । କୋଭିଡ-୧୯ ଆଇନ ଉଲ୍ଲଘଂନ କାରୀ ନୋଡାଲ ଅଧିକାରୀ ଓ ସରପଂଚ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିଛନ୍ତି । ଏନେଇ ୨୯ ଜଣଙ୍କ ନାଁରେ ତିହିଡି ଥାନାରେ ଏତଲା ଦିଆଯାଇଛି ।ଏହି ଘଟଣାରେ ଶତାଧିକ ପୁରୁଷ ଓ ମହିଳା ସଂପୃକ୍ତ ଅଛନ୍ତି ।

ଚଳଚଂଚଳ ରଥଖଳା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ନେଇ ୩ ମୂଖ୍ୟ ବିଶ୍ୱକର୍ମା ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗଠିତ ବୈଠକରେ