ଯୁବକଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର- ନୂଆପଲ୍ଲୀ ଥାନାଠାରୁ ୫ଶହ ମିଟର ଦୂରରେ ବିଭତ୍ସ ହତ୍ୟାକାଣ୍ଡ । ନିଜ ବନ୍ଧୁକୁ ପଥରରେ ଛେଚି ହତ୍ୟାକରିଛି ଅନ୍ୟ ଜଣେ ବନ୍ଧୁ । ଗତ୫ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ପୁଲିସ ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି ।

ବର୍ଷର ଶେଷ ସୁପରମୁନ୍

ଭୁବନେଶ୍ୱର-୨୦୨୦ ବର୍ଷର ୪-ସୁପରମୁନ ସିରିଜର ଶେଷ ସୁପରମୁନକୁ ଦେଖିଲେ ଦେଶବାସୀ ।ଗୁରୁବାର ବୁଦ୍ଧ ପୂର୍ଣ୍ଣିମା ଥିବାରୁ ସୁନ୍ଦର ଓ ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିବାକୁ ମିଳିଛି । ପ୍ରାୟ ପ୍ରତ୍ୟେକ ବର୍ଷ ଏଭଳି ଘଟଣା ଦେଖିବାକୁ ମିଳିଥାଏ ।

୧୧ ଟି ସ୍ଥାନରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର-ରାଜ୍ୟରେ ଆଉ ୧୧ ଟି ସ୍ଥାନରେ ହେବ କୋଭିଡ ଟେଷ୍ଟ । ବ୍ରହ୍ମପୁର, ବାରିପଦା,ବଲାଙ୍ଗୀର, ରାୟଗଡା, କୋରାପୁଟ,ବାଲେଶ୍ୱର, କଳାହାଣ୍ଡି ସମେତ ଅନ୍ୟ ସ୍ଥାନମାନଙ୍କରେ ହେବ ପରୀକ୍ଷା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୮ ଟି ସ୍ଥନରେ ନମୂନା ପରୀକ୍ଷା

ଔରଙ୍ଗାବାଦ ରେଳ ଦୁର୍ଘଟଣା ୧୫ ପ୍ରବାସୀ ଶ୍ରମିକ ମୃତ୍ୟୁ

ନୂଆଦିଲ୍ଲୀ- ମହାରାଷ୍ଟ୍ର ଔରଙ୍ଗାବାଦ ଠାରେ ମାଲବାହୀ ଟ୍ରେନର ମର୍ମନ୍ତୁଦ ଦୁର୍ଘଟଣା । ଫେରନ୍ତା ୧୫ ପ୍ରବାସୀ ଶ୍ରମିକଙ୍କ ଉପରେ ଚଢିଗଲା ଟ୍ରେନ । କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସିଏଚ ରାକେଶ କହିଛନ୍ତି ଶୁକ୍ରବାର ଭୋର ୫.୩୦ ରେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା

ରାଜ୍ୟରେ ୨୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଗୋଟିଏ ଦିନରେ ୨୬ ନୂଆ ପଜିଟିଭ ଚିହ୍ନଟ ।ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ତଥ୍ୟ ପ୍ରଦାନ କରିଛନ୍ତି । ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରୁ ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ କୁ

ବିଶାଖାପାଟଣା ଗ୍ୟାସ୍ ଦୁର୍ଘଟଣା – ପୁଣି ନିର୍ଗତ ହେଉଛି ବିଷାକ୍ତ ଗ୍ୟାସ୍

ଆନ୍ଧ୍ରପ୍ରଦେଶର : ବିଶାଖାପାଟଣାରେ ଗୁରୁବାର ଏକ ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି । ତେବେ ବିଳମ୍ବିତ ରାତି୍ରରେ ପୁଣି ଉକ୍ତ ଟାଙ୍କିରୁ ଷ୍ଟେରିନ୍ ଗ୍ୟାସ୍ ନିର୍ଗତ ହୋଇଛି । ପରିସ୍ଥିତିକୁ ଆୟତ କୁ ଆଣିବା

ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ

ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ

କରୋନା ସୁସ୍ଥ ୬୨କୁ ବୃଦ୍ଧି

ଭୁବନେଶ୍ୱର-ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହୋଇଥିବା ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପଂହଚିଛି । ସେମାନଙ୍କ ଭିତରୁ ୧୪୧ ଆକଟିଭ କେସ୍