୪୦ ଲକ୍ଷ ଟପିଲା
ଦେଶରେ ୨୦ ହଜାର ମାମଲା ହେବା ପାଇଁ ୯୦ ଦିନ ଲାଗିଥିବା ବେଳେ ମାତ୍ର ୯୬ ଘଣ୍ଟାରେ ୧୦ ହଜାର ମାମଲା ଚିହ୍ନଟ ହୋଇଛି। ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି। କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା!-->…