୩.୦ ଲକଟାଉନ କଟକଣା ସଂପର୍କରେ ସ୍ପଷ୍ଟ କଲେ ପୁଲିସ କମିଶନର

ଭୁବନେଶ୍ୱର- ତୃତୀୟ ପର୍ଯ୍ୟୟ ଲକଡାଉନ କଟକଣାକୁ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସକାଳ ୭ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୂର୍ବପରି କଫୁ୍ର୍ୟ ଜାରି ରହିବ । କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଉକ୍ତ କଟକଣା ଲାଗୁହେବନି । ଆଇଟି

ଗଞ୍ଜାମରୁ ଚାଲିକି ଆସିଲେ ଯୁବକ

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ଅରେଇ ପଞ୍ଚାୟତ ପଣ୍ଡାସାହିର ଭଗବାନ ପଣ୍ଡାଙ୍କ ପୁଅ ପିଣ୍ଟୁ ପଣ୍ଡା(୨୭) ଗଞ୍ଜାମ ଜିଲ୍ଲାର ଓମ୍ ନଗରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କରୋନା ଜନିତ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା । ଗାଡି ବନ୍ଦ କାରଣରୁ ଶ୍ରୀ ପଣ୍ଡା ଘରକୁ

ବାଣ ବିସ୍ଫୋରଣ ରେ ଗଲା ଦୁଇ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ସରୋଜ କୁମାର ଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ବାଣ ବିସ୍ଫୋରଣ ହୋଇ ଛାତ ଭୁସୁଡ଼ି ପଡ଼ିଛି । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଅଗ୍ନୀସମ ବାହୀନି ପହନ୍ଚି ଛାତ ତଳେ ଚାପି ହୋଇଥିବା ୩ଜଣ ନାବାଳକଙ୍କୁ

କରୋନା ଭୂତାଣୁ ଟିକା ଆବିଷ୍କାର ଦାବିକଲା ଇଟାଲୀ

ଇଟାଲୀ- ଇଟାଲୀର ତାକିସ୍ ନାମକ ଏକ କମ୍ପାନି ପ୍ରଥମ କରୋନାଭାଇରସ ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରିଛନ୍ତି । ସ୍ପାଲ୍ଲାଞ୍ଜାନି ହସ୍ପିଟାଲରେ ଏହି ଟିକା ପରୀକ୍ଷା କରାଯାଇଛି ବେଲି କୁହାଯାଉଛି । ସିରିଞ୍ଜରେ ମାଂସପେଶୀ ଫୋଡାଯାଇ ଏହି ଟିକା ଦିଆଯାଉଛି । ମାନବ ଜୀବକୋଷରେ କାର୍ଯ୍ୟ

ଫଳରେ ବାହାରିଲା କରୋନା ପଜିଟିଭ

ଡେ଼ାଡେ଼ାମା: କରୋନା ଭୁତାଣୁର ପରୀକ୍ଷା ପାଇଁ ଚୀନ୍ ତିଆରି କରୁଥିବା କିଟ୍ ଅତି ନିମ୍ନମାନର । ତାଞ୍ଜାନିଆ ସମେତ ଅନେକ ଦେଶ ଏହା ଉପରେ କଟକଣା ଲାଗୁ କରିଛନ୍ତି । ଚୀନ୍ ପଠାଇଥିବା କିଟ୍ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଏକ ଛେଳି ଓ ଫଳର ନମୁନା ସଂଗ୍ରହ କରି ଗୋପନ ରଖି ଲ୍ୟାବ୍ କୁ

ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର- ଆସନ୍ତା ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା ଓ ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା । ୧୧ ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲେଚନା କରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସ୍ପଷ୍ଟି କରଣ କରିଛନ୍ତି । ପିଜି ଆଡମିସନ ପାଇଁ ଏକକ ପରୀକ୍ଷା

ଯାଜପୁରରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଯାଜପୁର ଜିଲ୍ଲାରେ ପୁଣି ଜଣେ ୫୭ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧିପାଇଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ କଳିକତାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ

୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି ।

୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି ।