ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ
ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ!-->…