ମୁମ୍ବାଇରେ କରୋନା ସଂକ୍ରମିତ ୨୫୦ ପୋଲିସ୍ କର୍ମଚାରୀ
ନୂଆଦିଲ୍ଲୀ: ମୁମ୍ବାଇରେ ୨୫୦ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଥିବା ନେଇ କମିଶନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି । କର୍ମଚାରୀଙ୍କଠାରେ ଲକ୍ଷଣ ଖୁବ୍ ସାମାନ୍ୟ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇନାହିଁ । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା୧୦୫୨୭ କୁ ପହଂଚି ଥିବାବେଳେ!-->…