ପିଇଓଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ଗିରଫ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଗୁହାଳି ପଞ୍ଚାୟତରେ କାର୍ଯ୍ୟରତ ପିଇଓ ତଥା ନୋଡାଲ ଅଫିସର ଅରୁଣ କୁମାର କରଙ୍କୁ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଦାମୋଦର ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଯେ ଗୁରୁବାର ଅପରାହ୍ଣରେ ପିଇଓ ଶ୍ରୀ କର ଗୁହାଳି ପଞ୍ଚାୟତ

ଅସ୍ତ୍ରବିରତି ଉଲଘଂନ: ପାକିସ୍ତାନକୁ ଜାତିସଂଘର ତାଗିଦ

ଜାତିସଂଘ:ମହାମାରୀ କୋଭିଡ -୧୯ ସମୟରେ ଅସ୍ତ୍ର ବିରତି ଉଲଘଂନରୁ ବିରତ ରହିବା ପାଇଁ ପାକିସ୍ତାନକୁ ତାଗିଦ କରିଛି ଜାତିସଂଘ । ଜାମ୍ମୁ-କାଶ୍ମୀର ସଂଲଗ୍ନ ଆନ୍ତର୍ଜାତୀୟ ସୀମା ରେଖା ଇଲାକାରେ ପାକିସ୍ତାନ ସେନା ବାରମ୍ବାର ଗୁଳି ମାଡ କରୁଥିବାା ନେଇ ଭାରତ ଅଭିଯୋଗ କରିବା ପରୀପ୍ରେକ୍ଷୀରେ

ରଥ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲା କରୋନା

ଭୁବନେଶ୍ୱର : ପବିତ୍ର ଘୋଷ ଯାତ୍ରା ପାଇଁ ପୁଣି ଦ୍ୱନ୍ଦ୍ୱ ବଢ଼ାଇଲା ଲକ୍ ଡାଉନ । ସାଂପ୍ରତିକ ପରିସ୍ଥିତିକୁ ଉପଲବ୍ଧି କରି କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ଫଳରେ ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରି କି ନାହିଁ ସେ ନେଇ

ଜୁଲାଇ ୧ରେ ଖୋଲିବ ମ୍ୟାନେଜ୍‌ମେଣ୍ଟ୍ କଲେଜ; ଅଗଷ୍ଟ ୧ରେ ନୂଆ ଶିକ୍ଷାବର୍ଷ: ଏଆଇସିଟିଇ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଅନୁମୋଦିତ ପ୍ରତିଷ୍ଠାନଗୁଡ଼ିକରେ ଜୁଲାଇ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଏବଂ ଏହି ପ୍ରତିଷ୍ଠାନଗୁଡ଼ିକରେ ନୂଆ ନାମ ଲେଖାଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ

ବରୀ ବ୍ଲକରୁ ପୁଣି ଚିହ୍ନଟ ହେଲେ ଦୁଇ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର/ଯାଜପୁର: ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ୍ କରିଛି । ଆକ୍ରାନ୍ତଙ୍କ ମଧ୍ୟରେ  ଜଣେ ୫୫ ବର୍ଷିୟ ପୁରୁଷ ଓ ଆରଜଣକ ୪୮ ବର୍ଷିୟ

ବାହାର ରାଜ୍ୟ ଫେରନ୍ତାଙ୍କ ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ

ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ, ଛାତ୍ରଛାତ୍ରୀ, ପେସାଦାର ଓ ଅନ୍ୟବର୍ଗର ଓଡ଼ିଆଙ୍କୁ ରାଜ୍ୟରେ ରଖି ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟସରକାର ବିଭିନ୍ନ ବ୍ୟବସ୍ଥା ଆପଣାଇଛନ୍ତି। ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା କୋଭିଡ୍୧୯

ମେ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି, ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆ ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି । ଏହା ଫଳରେ ସମଗ୍ର ଦେଶରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ଏଥିଲାଗି କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରୁଛନ୍ତି। ଗାଇଡଲାଇନ୍ ଅନୁସାରେ ଏଥର କେରୋନା

ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଲେ ୭ ମାସର ଗର୍ଭବତୀ

ନୂଆପଡ଼ା: ମାରାତ୍ମକ କରୋନାଭାଇରସ୍ ବିରୋଧରେ ଲଢେଇ ଲାଗି ଜାରି ରହିଛି। ଏବେକାର ତାଲାବନ୍ଦ ସମୟରେ ନୂଆପଡ଼ାରେ ଆଜି ସାମ୍ନାକୁ ଆସିଛି ଏକ ବିଶେଷ ଦୃଶ୍ୟ। ଆଜି ସକାଳେ ଜଣେ ୭ ମାସର ଗର୍ଭବତୀ ମହିଳା ଶହେ କିଲୋମିଟର ଚାଲି ଚାଲି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ।ପ୍ରାପ୍ତ ସୂଚନା ଅନୁଯାୟୀ