ଭାରତରେ କରୋନାଭାଇରସ୍: ୩୫୦୪୩ ଆକ୍ରାନ୍ତ, ୮୮୮୮ ସୁସ୍ଥ ଓ ୧୧୪୭ ମୃତ

ନୂଆଦିଲ୍ଲୀ: ମେ ୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୫୦୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୮୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ

ଆମେରିକାରେ ଥିବା ଭାରତୀୟ ଦମ୍ପତି ମୃତ; ପତ୍ନୀଙ୍କୁ ହତ୍ୟା, ସ୍ବାମୀ କଲେ ଆତ୍ମହତ୍ୟା

ୱାଶିଂଟନ: ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍‌ରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ବ୍ୟତୀତ ତାଙ୍କ ସ୍ବାମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ

ରୁଷ୍‌ ସ୍ଥିତି ସାଂଘାତିକ: ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ୨୪ ଘଣ୍ଟା‌ରେ ୭,୦୦୦ ନୂଆ ମାମଲା

ୟୁ‌ରୋପ୍‌ରେ ଦ୍ବିତୀୟ କ୍ଷତିଗ୍ରସ୍ତ ରାଷ୍ଟ୍ର ବ୍ରିଟେନ୍‌, ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା ଆମେରିକାରେ ୬୨ ହଜାର ମୃତ ନୂଆଦିଲ୍ଲୀ: ଏବେ ରୁଷ୍‌ରେ କରୋନା ଭୂତାଣୁ ଉଗ୍ର ରୂପ ନେଉଛି। ମାତ୍ର ସପ୍ତାହକ ମଧ୍ୟରେ ସଂକ୍ରମଣ ଆଶାତୀତ ଭାବେ ବଢ଼ିଯିବାରୁ ରୁଷ୍‌‌ ସ୍ଥିତି ସାଂଘାତିକ ହୋଇଯାଇଛି।

କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ମୃତ୍ୟୁ, ମୃତକଙ୍କ ଘର ଝାଡ଼ଖଣ୍ଡରେ

ଭଦ୍ରକ: ଭଦ୍ରକ ଜିଲ୍ଲାର ରାନ୍ଦିଆସ୍ଥିତ କ୍ୱାରେଣ୍ଟାଇନ ହୋମରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ନାମ ଜ୍ଞାନ ରଞ୍ଜନ ନାୟକ ବୋଲି ଜଣାଯାଇଛି। ତାଙ୍କର ଘର ଝାଡ଼ଖଣ୍ଡରେ ଏବଂ ବୟସ ୩୩ ବର୍ଷ ବୋଲି କୁହାଯାଉଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା

ସେଲୁଲଏଡ୍ ଜଗତରେ ଋଷି କପୁରଙ୍କ ସ୍ବର୍ଣ୍ଣିମ ଯାତ୍ରା: ତାଙ୍କ ଅତୁଳନୀୟ ଅଭିନୟର ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍‌ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩‌ ମସିହାରେ

କରୋନା ଯୋଗୁଁ ଦେଶର ବେକାରୀ ହାର ବଢିଲା, ସଂକଟରେ ଲକ୍ଷ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିଆସିବ ବୋଲି ଆଇଏମଏଫ ଅଟକଳ କରିଛି । କିନ୍ତୁ ଏହା ଦ୍ୱାରା ଭାରତର କୋଟି କୋଟି ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇବେ ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ