କରୋନା ଭୂତାଣୁ ଟିକା ଆବିଷ୍କାର ଦାବିକଲା ଇଟାଲୀ
ଇଟାଲୀ- ଇଟାଲୀର ତାକିସ୍ ନାମକ ଏକ କମ୍ପାନି ପ୍ରଥମ କରୋନାଭାଇରସ ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରିଛନ୍ତି । ସ୍ପାଲ୍ଲାଞ୍ଜାନି ହସ୍ପିଟାଲରେ ଏହି ଟିକା ପରୀକ୍ଷା କରାଯାଇଛି ବେଲି କୁହାଯାଉଛି । ସିରିଞ୍ଜରେ ମାଂସପେଶୀ ଫୋଡାଯାଇ ଏହି ଟିକା ଦିଆଯାଉଛି । ମାନବ ଜୀବକୋଷରେ କାର୍ଯ୍ୟ!-->…