ଅସ୍ତ୍ରବିରତି ଉଲଘଂନ: ପାକିସ୍ତାନକୁ ଜାତିସଂଘର ତାଗିଦ
ଜାତିସଂଘ:ମହାମାରୀ କୋଭିଡ -୧୯ ସମୟରେ ଅସ୍ତ୍ର ବିରତି ଉଲଘଂନରୁ ବିରତ ରହିବା ପାଇଁ ପାକିସ୍ତାନକୁ ତାଗିଦ କରିଛି ଜାତିସଂଘ । ଜାମ୍ମୁ-କାଶ୍ମୀର ସଂଲଗ୍ନ ଆନ୍ତର୍ଜାତୀୟ ସୀମା ରେଖା ଇଲାକାରେ ପାକିସ୍ତାନ ସେନା ବାରମ୍ବାର ଗୁଳି ମାଡ କରୁଥିବାା ନେଇ ଭାରତ ଅଭିଯୋଗ କରିବା ପରୀପ୍ରେକ୍ଷୀରେ!-->…