ଆମେରିକାରେ ଥିବା ଭାରତୀୟ ଦମ୍ପତି ମୃତ; ପତ୍ନୀଙ୍କୁ ହତ୍ୟା, ସ୍ବାମୀ କଲେ ଆତ୍ମହତ୍ୟା
ୱାଶିଂଟନ: ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍ରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ବ୍ୟତୀତ ତାଙ୍କ ସ୍ବାମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ!-->…