ଜୁଲାଇ ୧ରେ ଖୋଲିବ ମ୍ୟାନେଜ୍ମେଣ୍ଟ୍ କଲେଜ; ଅଗଷ୍ଟ ୧ରେ ନୂଆ ଶିକ୍ଷାବର୍ଷ: ଏଆଇସିଟିଇ
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ କାଉନ୍ସିଲ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଅନୁମୋଦିତ ପ୍ରତିଷ୍ଠାନଗୁଡ଼ିକରେ ଜୁଲାଇ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଏବଂ ଏହି ପ୍ରତିଷ୍ଠାନଗୁଡ଼ିକରେ ନୂଆ ନାମ ଲେଖାଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ!-->…