ସେଲୁଲଏଡ୍ ଜଗତରେ ଋଷି କପୁରଙ୍କ ସ୍ବର୍ଣ୍ଣିମ ଯାତ୍ରା: ତାଙ୍କ ଅତୁଳନୀୟ ଅଭିନୟର ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍‌ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩‌ ମସିହାରେ

କରୋନା ଯୋଗୁଁ ଦେଶର ବେକାରୀ ହାର ବଢିଲା, ସଂକଟରେ ଲକ୍ଷ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିଆସିବ ବୋଲି ଆଇଏମଏଫ ଅଟକଳ କରିଛି । କିନ୍ତୁ ଏହା ଦ୍ୱାରା ଭାରତର କୋଟି କୋଟି ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇବେ ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ

ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର

ଭୁବନେଶ୍ବର: ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ହେବ

ସିଲ ହେଲା ନୀତି ଆୟୋଗର କାର୍ଯ୍ୟାଳୟ , କର୍ମଚାରୀ କରୋନା ପଜିଟିଭ ପରେ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ: ପ୍ରଥମେ ରାଷ୍ଟ୍ରପତି ଭବନ ,ଏହା ପରେ ସୁପ୍ରିମକୋର୍ଟ ଓ ଏବେ ନୀତି ଆୟୋଗର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ନୀତି ଆୟୋଗର କାର୍ଯ୍ୟାଳୟ କୁ ସିଲ କରାଯାଇଛି | ନୀତି ଆୟୋଗର ଜଣେ ଅଧିକାରୀ କରୋନା ପଜିଟିଭ୍ ଜଣାପଡିବା ପରେ ଦୁଇ ଦିନ ଧରି କୋଠାକୁ ସିଲ୍ କରାଯାଇଛି।

ଅନୁଗୁଳ ଜିଲ୍ଲାରେ କଟକଣା ଉଲ୍ଲଂଘନକାରୀଙ୍କଠାରୁ ୨ ଲକ୍ଷ ୩୬ ହଜାର ୩୦୦ ଟଙ୍କା ଜରିମାନା ଆଦାୟ, ୨୭୭ଟି ଗାଡ଼ି ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡ୍ – ୧୯ ସମ୍ପର୍କିତ କଟକଣା ଉଲ୍ଲଂଘନ ପାଇଁ ଗତ ୪୦ ଦିନ ଭିତରେ ଉଲ୍ଲଂଘନକାରୀଙ୍କଠାରୁ ୨ ଲକ୍ଷ ୩୬ ହଜାର ୩୦୦ ଟଙ୍କା ଆଦାୟ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଗତ ୧୭ ମାର୍ଚ୍ଚରୁ ଏପ୍ରିଲ ୨୭ ତାରିଖ ଭିତରେ