କଂଗ୍ରେସ ସଂସଦୀୟ ଦଳ ନେତାପଦରୁ ହଟିବେ ଅଧୀର ରଞ୍ଜନ ଚୌଧୁରୀ !
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସିହ୍ନ ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ କଂଗ୍ରେସ ଲୋକସଭାରେ କଂଗ୍ରେସ ସଂସଦିୟ ଦଳ ନେତାପଦରୁ ଶ୍ରୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଗୁରୁତ୍ୱର ସହକାରେ ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ପଶ୍ଚିମବଙ୍ଗ ବିଧାନସଭା!-->…