ଭାରତୀୟ ଦୂତାବାସ ଉପରେ ପାକ୍ ଡ୍ରୋନ୍
ନୂଆଦିଲ୍ଲୀ: ପାକିସ୍ତାନର ଇସ୍ଲାମାବାଦସ୍ଥିତ ଭାରତୀୟ ଦୂତାବାସ ପରିସରରେ ଗୋଟାଏ ଡ୍ରୋନ୍ ଉଡାଣ ନେଇ ଭାରତ ଆଜି ପାକିସ୍ଥାନ ନିକଟରେ ତିବ୍ର ପ୍ରତିବାଦ କରିଛି । ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରରେ ଥିବା ବାୟୁସେନା ଘାଟିରେ ଡ୍ରୋନ୍ ଆକ୍ରମଣ କାରଣରୁ ଉତ୍ତେଜନାମୟ ପରସ୍ଥିତି ସୃଷ୍ଟି!-->…