ମହିଳାଙ୍କୁ ହତ୍ୟା : ଶିଶୁ ପୁତ୍ର ଗୁରୁତର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ଆଜି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନିକଟରେ ଗୁରୁତର ଅବସ୍ଥାରେ ଗୋଟିଏ ୪ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର!-->…