ବୃହତ ବନ୍ଦର ମଧ୍ୟରେ ଇତିହାସ : ଗୋଟିଏ ମାସରେ ୧୪.୩୨ ଏମଏମଟି ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦରର ଅବିଶ୍ୱସନୀୟ…

ପାରାଦୀପ : ନୂତନ ବର୍ଷ ୨0୨୪ ର ପ୍ରଥମ ଜାନୁଆରୀ ମାସରେ ୧୪.୩୨ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଏକ ଅବିଶ୍ୱସନୀୟ ଓ ସ୍ମରଣୀୟ କୀର୍ତ୍ତିମାନ ସ୍ଥାପନ କରିଛି l ମାସିକ ପଣ୍ୟ ପରିଚାଳନା

ଯାଜପୁରରେ ନୂତନ ଜିଲ୍ଳାପାଳଙ୍କ ଯୋଗଦାନ

ବ୍ୟାସନଗର : ଆଜି ଅପରାହ୍ନରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ  ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଳାପାଳ , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି  ଲିଃ.  ଓ ସଚିବ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଡଃ ଶୁଭଙ୍କର ମହାପାତ୍ର,

ଇଫକୋ ପରିସରରେ ଆମୋନିଆ ଦୁର୍ଘଟଣା ଜନିତ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ଅନୁଷ୍ଠିତ

ପାରାଦୀପ : ପାରାଦୀପ ଇଫକୋ ସାରକାରଖାନା ପରିସରରେ ଆମୋନିଆ ଗ୍ୟାସ ଲିକେଜ ଓ ଦୁର୍ଘଟଣା ଜନିତ ଏକ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ବା ମକ ଡ୍ରିଲ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି l ଜାହାଜରୁ ପାଇପ ଲାଇନ ଯୋଗେ ଆସୁଥିବା ତରଳ ଆମୋନିଆ ଏବଂ କାରଖାନାର ପାଇପ ଲାଇନରେ ଛିଦ୍ର ବା ଲିକେଜ ଜନିତ

ନକ୍ସଲ ଗୁଳିରେ ପ୍ରାଣ ହରାଇଲେ ୩ ଜବାନ ୧୪ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ବିଜାପୁର ସୀମାରେ ମାଓବାଦୀ ଘଟାଇଛନ୍ତି ବଡ଼ ହିଂସାକାଣ୍ଡ ମାଲକାନଗିରି ଜିଲ୍ଲା ସୀମାବର୍ତି  ସୁକମା ବିଜାପୁର ଜିଲ୍ଲା ଟେକାଲଗୁଡ଼ା ନିକଟରେ ଯବାନ ମାନଙ୍କ ଉପରେ ଅତର୍କିତ ଭାବରେ ଗୁଳି ଚଳାଇଛନ୍ତି ମାଓବାଦୀ । ଯେଉଁଥିରେ ୩ଯବାନ ସହୀଦ

ଯୋଡା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣୀ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭା ଗୃହରେ ସୋମବାର ଏକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି ।ଏହି  ଅଭିଯୋଗ ଶୁଣାଣୀ ପୂର୍ବାହ୍ନ ୧୦ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ହୋଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ,ଅତିରିକ୍ତ ଜିଲ୍ଲାପାଳ ଯଦୁମଣି

ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ବଦଳି ନିମନ୍ତେ ଜାରୀ କରାଯାଇଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର  ନୂତନ ଉପଜିଲ୍ଲାପାଳ ଭାବେ ଡ଼.ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେ ପୂର୍ବରୁ କେ.ବି.କେ ଅଞ୍ଚଳରେ ଡାକ୍ତର

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା – ୨୦୨୪

ପବିତ୍ର ତୀର୍ଥସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା କଲେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ବରିଷ୍ଠ ନାଗରିକ ଭବାନୀପାଟଣା : ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରୁ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି।

ଶ୍ୟାମାପ୍ରସାଦ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା : କାଲିମେଳା ବ୍ଲକ ଅନ୍ତର୍ଗତ ମାଓବାଦୀ ପ୍ରବଣ ଏମ.ଭି-୭୯ ଶ୍ୟାମାପ୍ରସାଦ ମହାବିଦ୍ୟାଳୟ ଠାରେ  ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ର " ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ' କାର୍ଯ୍ୟକ୍ରମର ଉଦଯାପନି ଉତ୍ସବ ଅତି

୮୪ତମ ସର୍ବଭାରତୀୟ ସ୍ତରୀୟ ବାଚସ୍ପତି, ଉପବାଚସ୍ପତି ସମ୍ମିଳନୀରେ ଯୋଗ ଦେଲେ ଜି.ଉଦୟଗିରି ବିଧାୟକ

ବାଲିଗୁଡା : ମୁମ୍ବାଇଠାରେ ୮୪ତମ ସର୍ବ ଭାରତୀୟ ସ୍ତରରେ ୩ ଦିନିଆ ବାଚସ୍ପତି ଓ ଉପବାଚସ୍ପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହା ଶନିବାର ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ। ଏହି ସମ୍ମିଳନୀରେ ଜି. ଉଦୟଗିରି ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦାନ

ପ୍ରାଥମିକ ଶିକ୍ଷାର ବିକାଶରେ ଶିକ୍ଷଣ ସାମଗ୍ରୀର ଭୂମିକା ଅତୁଳନୀୟ

ଉମରକୋଟ : ସମ୍ପ୍ରତି କରୋନା ମହାମାରୀ ପରଠାରୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଶିକ୍ଷା ବ୍ୟବସ୍ଥାରେ ଶିଥିଳତା ଦେଖାଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ର ଲକ୍ଷ୍ୟ , ଜାତୀୟ ସର୍ବେକ୍ଷଣ ସଂସ୍ଥା ମାନଙ୍କର ତଥ୍ୟ ଅନୁସାରେ ବର୍ତ୍ତମାନ କେବଳ ଓଡ଼ିଶାରେ ନୁହେଁ, ସାରା ଭାରତ ବର୍ଷରେ