ସିଲିଣ୍ଡର ବିସ୍ଫୋରଣରେ ୮ମୃତ

ଗୋଣ୍ଡା; ଉତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଶିଶୁ, ୨ମହିଳା ୨ଜଣ ପୁରୁଷ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ

ନେସଲର’ର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟପାଇଁ ହାନିକାରକ!

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ । ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିଜେ ସ୍ୱୀକାର କରିଛି । କମ୍ପାନୀର ଏକ ଅନ୍ତରୀରଣ ଅଡିଟ୍

ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଅôଧକ ସଂକ୍ରମଣଶୀଳ କୋଭିଡ-୧୯ ଦ୍ୱିତୀୟ ପ୍ରବାହ ସମୟରେ ୫୯୪ ଜଣ ଡାକ୍ତର ପ୍ରାଣ ହରାଇଥିବା କଥା ବୁଧବାର ଦିନ ‘ଦି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସ୍‌ନ୍‌’ ଆଇଏମ୍‌ଏ ପକ୍ଷରୁ କୁହାଯାଇଛି । ସଦ୍ୟତମ ସୂଚନା ଅନୁସାରେ, ଆସାମରେ ଜୁନିୟର ଡାକ୍ତରଙ୍କୁ କରାଯାଇଥିବା

ଟିଡିସିିସି ପରିଚାଳକଙ୍କ ଗାଡିରୁ ୧୯ଲକ୍ଷ ଟଙ୍କା ଜବତ୍

ସୁନ୍ଦରଗଡ: ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତିଙ୍କ କାର୍‌ରୁ ଭିଜିଲାନ୍ସ ଆଜି ୧୯ଲକ୍ଷ ଟଙ୍କାରୁ ଅଧିକ ଜବତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଛି । ସେ ଆଜି ସୁନ୍ଦରଗଡରୁ ନିଜ ଗ୍ରାମକୁ ଯାଉଥିବା ବେଳେ ଖବର ପାଇ

ଟିକା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଚିଠି ଲେଖି ଟିକା ସଂଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି । ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିି ଯେ, ଟିକା ପାଇର୍ ପରସ୍ପର ଭିତରେ ନଲଢି, ଏକାଠି

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂତନ ସଂକ୍ରମଣ ଓ ୩,୨୦୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୩,୦୭,୮୩୨ ଓ ମୃତ୍ୟୁସଂଖ୍ୟା

ଗହଣା ବ୍ୟବସାୟୀଙ୍କ ଘରେ ଲୁଟ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ଼ ଫାଣ୍ଡି ଅଧିନ ସାଉଡ଼ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଡକାୟତଙ୍କ ଅଖିବୁଜା ଗୁୁଳିଚାଳନାରେ ୫ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗହଣା ବ୍ୟବସାୟୀ

୨୪ ଘଣ୍ଟାରେ ୮୩୯୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି | ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣରୁ ୩୬୫୮ ଜଣ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୪୭୪୨ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬୮ଜଣ,

ଦେଶରେ ୩ହଜାର ତଳକୁ ଖସିଲା ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୭ ଲକ୍ଷରୁ ଅଧିକ ରହିଛି । ପୂର୍ବରୁ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ବେଳେ ଦୀର୍ଘ ଦିନ ପରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ତଳକୁ ରହିଛି । ଆଉ ୧ଲକ୍ଷ ୨୭ ହଜାର ୫୧୦ ନୂଆ ସଂକ୍ରମିତ

ଚୀନ୍‌ରୁ ଆସୁଛି ମଣିଷ ଶରୀରରେ ବାର୍ଡ ଫ୍ଲୁ !

ବେଜିଂ: କରୋନା ଭୂତାଣୁ ଚୀନ୍‌ରୁ ବ୍ୟାପିଥିବା କୁହାଯାଉଥିବା ବେଳେ ଆଉ ଏକ ବିପଦ ଏହି ଦେଶରୁ ଆସୁଛି । ଏଠାରେ ମାନବ ଶରୀରରେ ବାର୍ଡ ଫ୍ଲୁ ଭୂତ୍‌ାଣୁ ସଂକ୍ରମର ଦେଖିବାକୁ ମିଳିଛି, ଯାହା ବିଶ୍ୱର ପ୍ରଥମ ମାମଲା ବୋଲି ଚୀନ୍‌ଦାବି କରିଛି । ଚୀନ୍ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର