ୟାସ’ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ୟାସ୍ର କ୍ଷୟକ୍ଷତି ଆକଳନ ପାଇଁ ୨ଦିନିଆ ଓଡିଶା ଗ୍ରସ୍ତରେ ଥିବା କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ଆସନ୍ତା କାଲି କେନ୍ଦ୍ରାପଡା ଓ ମୟୁରଭଞ୍ଜ ଜିଲ୍ଳାର!-->…